ବୌଦ୍ଧରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ : ଗତକାଲି ତିନିଜଣଙ୍କ ପାଖରେ କରୋନା ପଜିଟି ବାହାରିଥିବା ବେଳେ ଆଜି ଆଉ ଜଣଙ୍କ ଦେହରେ କରୋନା ଭୂତାଣୁ ବାହାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୂତନ କରୋନା ରୋଗୀ ଜଣକ ସୁରଟ ଫେରନ୍ତା ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେରହିଥିଲେ ।!-->…
Read More...
Read More...