ମହେନ୍ଦ୍ର ବନାଞ୍ଚଳରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ପାରଳାଖେମୁଣ୍ଡି : ଆଜି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାରାବନ୍ଧ ସେକ୍ସନ ଅନ୍ତର୍ଗତ ବୁରୁଝୁଲି ବିଟର ବୁରୁଝୁଲି ଗ୍ରାମ ଠାରେ କିଛି ବେଆଇନ କାଠ ଥିବାର ଜାଣିବାକୁ ପାଇଥିଲେ । ତତ୍ପରେ ଶ୍ରୀମାନ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦଙ୍କ!-->…
Read More...
Read More...