ରାଜ୍ୟରେ ପୁଣି ୫୮ ପଜିଟିଭ ଚିହ୍ନଟ : କରୋନା ମାନଚିତ୍ରରେ ଯୋଡି ହେଲା ଅନୁଗୁଳ ଜିଲ୍ଲା
ଭୁବନେଶ୍ୱର : ରାଜ୍ୟ କରୋନା ମାନଚିତ୍ରରେ ଆଜି ଅନୁଗୁଳ ଜିଲ୍ଲାର ନାମ ଯୋଡି ହୋଇଛି । ଆଜି ଏହି ଜିଲ୍ଲାରୁ ଏକାଥରକେ ୧୩ଟି ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ଅନୁଗୁଳ ଜିଲ୍ଲା ପ୍ରଥମରୁ ହିଁ ଗ୍ରୀନ୍ ଜୋନରେ ଥିଲା । ସେହିପରି ରବିବାର ଚିହ୍ନଟ!-->…
Read More...
Read More...