ହଟ୍‌ସ୍ପଟ୍ ଅଞ୍ଚଳରେ ଜନ୍ମ ଉତ୍ସବ: ୪୫ ଜଣ ହେଲେ ସଂକ୍ରମିତ

ହାଇଦ୍ରାବାଦ : ସାରା ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିଲେ ମଧ୍ୟ ଜନ୍ମଦିନ ଉତ୍ସବ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଉତ୍ସବ ପାଇଁ ଏଥିରେ କେତେକ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି । ଏଭଳି ଅନୁମତି ମିଳିବା ପରେ ଦେଶରେ ବିବାହ…
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ । ପ୍ରତିଦିନ ଶହଶହ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି । ବର୍ତ୍ତମାନ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର, ୯୩୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୧୦୯କୁ ବୃଦ୍ଧି…
Read More...

ରାଜ୍ୟରେ ଆଜି ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୬ ଓ ଯାଜପୁରରୁ ୪ ରହିଛନ୍ତି । ଭଦ୍ରକ ଜିଲ୍ଲାରେ ମୋଟ ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ମୋଟ ୫୯ରେ ପହଞ୍ଚିଛି । ଏ ସଂପର୍କିତ ସୂଚନା…
Read More...

ହରପ୍ରୀତ୍‌ଙ୍କୁ ଛଟପଟ କରାଉଛି କରୋନା

ରାୟପୁର : ରଣଜୀ କ୍ରିକେଟର ଅନ୍ୟତମ ଜଣାଶୁଣା ଚେହେରା ହେଉଛନ୍ତି ଛତିଶଗଡ଼ ସ୍କିପର ହରପ୍ରୀତ୍ ସିଂ ଭାଟ୍ଟିଆ । ପ୍ରତି ରଣଜୀ ସିଜିନ୍ ପରେ ସେ ସାଧାରଣତଃ ଇଂଳଣ୍ଡ ଯାଇ କ୍ଲବ କ୍ରିକେଟ୍ ଖେଳିଥାନ୍ତି । ସେଠାରୁ ଫେରିବା ପରେ ଦେଶ ଭିତରେ ଛୋଟମୋଟ ଟୁର୍ଣ୍ଣାମେଣ୍ଟ ଖେଳି ବେଶ୍ କିଛି ପୁରସ୍କାର ତଥା…
Read More...

ଭିନ୍ନ ଢଙ୍ଗରେ ମାତୃତ୍ୱ ଦିବସ ପାଳିଲେ କ୍ରୀଡ଼ା ତାରକା

ନୂଆଦିଲ୍ଲୀ : ରବିବାର ୧୦ ତାରିଖ ବିଶ୍ୱ ମାତୃତ୍ୱ ଦିବସ ସାରା ବିଶ୍ୱରେ ପାଳିତ ହୋଇଛି; କିନ୍ତୁ ଏବର୍ଷ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏବେ ସମଗ୍ର ବିଶ୍ୱରେ କରୋନା ଭାଇରସର ତାଣ୍ଡବ ଚାଲିଛି । ସମସ୍ତେ ନିଜ ନିଜ ଘରେ ଆବଦ୍ଧ । ତେବେ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଧିକାଂଶ…
Read More...

କରୋନା ମଧ୍ୟରେ ଆମକୁ ଖେଳିବାକୁ ପଡ଼ିବ: ଗମ୍ଭୀର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ନିୟନ୍ତ୍ରଣ ହେଲା ପରେ ମଧ୍ୟ କ୍ରିକେଟ୍ ନିୟମ ଓ ବ୍ୟବସ୍ଥାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବ ବୋଲି ଲାଗୁ ନାହିଁ । କରୋନା ବିପଦ ମଧ୍ୟରେ ହିଁ ଆମକୁ ବଞ୍ଚିବାକୁ ହେବ ଏବଂ ଖେଳିବାକୁ ପଡ଼ିବ । ସବୁ ଖେଳାଳି ଏବଂ ପ୍ରତ୍ୟେକ ବ୍ୟକ୍ତି ଏହାକୁ ମନ ଭିତରେ ଧାରଣ…
Read More...

ଅମୃତଆହାର କାର୍ଯ୍ୟକ୍ରମ ର ୧୦୦ ତମ ସପ୍ତାହ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡ଼ିଶାର ଶୁଖିଲା ଖାଦ୍ୟ ବଣ୍ଟନ

ସାମାଜିକ ଅନୁଷ୍ଠାନ ସମର୍ପିତ ଓଡ଼ିଶା ର ଅନନ୍ୟ କାର୍ଯ୍ୟକ୍ରମ "ଅମୃତ ଆହାର" ଆଜିକୁ ଦୁଇବର୍ଷ ତଳୁ ପ୍ରତ୍ୟେକ ରବିବାର ଦିନ ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ବିଭିନ୍ନ ଡାକ୍ତରଖାନାରେ ନିରନ୍ତର ଭାବେ ଖାଦ୍ୟ ବଣ୍ଟନ କରିଆସୁଛି ।ଆଜି ୧୦୦ ତମ_ସପ୍ତାହ ଅବସରରେ ମଞ୍ଚେଶ୍ବର ସ୍ଥିତ ଜଗନ୍ନାଥ…
Read More...

ଅନୁଗୋଳରେ ରେଡ୍ ଜୋନ କଟକଣା ଲାଗୁ କଲେ ଜିଲ୍ଲାପାଳ

ଅନୁଗୋଳ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଗ୍ରାସ କରିବାରେ ଲାଗିଛି । ଏବେ ନୂଆ ଜିଲ୍ଲା ଭାବେ ଅନୁଗୋଳରେ ଏହା ପ୍ରବେଶ କରିଛି । ଗୋଟିଏ ଦିନରେ ଏହି ଜିଲ୍ଲାରେ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ବାକି ଜଣେ ବ୍ୟକ୍ତି…
Read More...

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ଦିନିକିଆ ଗଜପତି ଗ୍ରସ୍ତ

ପାରଳାଖେମୁଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ T.E. ଆପାଙ୍ଗ ଆଓ ପାରଳାଖେମୁଣ୍ଡି ଠାରେ ପହଞ୍ଚି ପ୍ରଥମେ କୋଭିଡ଼ି-19 ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅତିରିକ୍ତ…
Read More...

ରକ୍ତଦାନ ପାଇଁ ମୋବାଇଲ ଭ୍ୟାନ ହେଲା କାର୍ଯ୍ୟକ୍ଷମ

ସମ୍ବଲପୁର: କରୋନା କଟକଣା ଯୋଗୁଁ ବ୍ଲଡବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରକ୍ତଦାନ ଶିବିର ସୀମିତ ହୋଇ ରହିଯାଇଛି ଯାହାକି ରକ୍ତଦାନ ପାଇଁ ଉତ୍ସାହିତ ବ୍ୟକ୍ତିବିଶେଷଙ୍କୁ ହତୋତ୍ସାହିତ କରୁଥିଲା । ଏଥିସକାଶେ ଏକ ସ୍ୱୟଂ ସଂପନ୍ନ ରକ୍ତଦାନ ବାହନର ଅଭାବ ଏଠାରେ ଅନୁଭବ କରାଯାଉଥିଲା । …
Read More...