କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ କଲେ ଆକାଶ ପାଠକ
ଭୁବନେଶ୍ୱର: ଓଡିଶାରେ କୋଭିଡ୍-୧୯ର ମୁକାବିଲା କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁନେଠାରେ ଥିବା ଟାଟାମୋଟର୍ସର ପାସେଞ୍ଜର ଡିଭିଜନର ଭାରପ୍ରାପ୍ତ ମ୍ୟାନେଜିଂ ଡାଇରେକ୍ଟର ଆକାଶ କୁମାର ପାଠକ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେ ହେଉଛନ୍ତି ବୌଦ୍ଧଜିଲ୍ଲାରେ!-->…
Read More...
Read More...