ପୁରୁଣା ଫଟୋ ଦେଖି ଭାବବିହ୍ୱଳ ହେଲେ ଗାଙ୍ଗୁଲି
କୋଲକତା : ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବହୁତ ଦିନ ତଳର ଏକ ପୁରୁଣା ଫଟୋ ଦେଖି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଖୁବ ଭାବବିହ୍ୱଳ ହୋଇପଡିଛନ୍ତି । ଏହି ଫଟୋରେ କ୍ରମାନ୍ୱୟରେ ସଚିନ ତେନ୍ଦୁଲକର, ନିଜେ ଗାଙ୍ଗୁଲ, ରାହୁଲ ଦ୍ରାବିଡ ଓ ଭିଭିଏସ୍ ଲକ୍ଷ୍ମଣ ଅଛନ୍ତି । ୱିଜ୍ ଡେନ୍ ଇଣ୍ଡିଆ!-->…
Read More...
Read More...