ଖୁସି ଖବର : ରାଜ୍ୟରେ ପୁଣି ୫ ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର ଆସିଛି । ଆଜି ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଏହି ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର, ଢେଙ୍କାନାଳ, କଲାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡାର ବୋଲି ଜଣାପଡିଛି ।!-->…
Read More...
Read More...