କାଳବୈଶାଖୀର କରକାପାତରେ ଫସଲ, ପନିପରିବା ନଷ୍ଟ
ସମ୍ବଲପୁର: ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବରେ ସମ୍ବଲପୁରର ଅନେକ ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଛି । ବିଶେଷକରି ମଧ୍ୟମରୁ ବଡ ଆକାରର କରାମାଡ ଯୋଗୁଁ ବିଲରେ ଠିଆ ଧାନଫସଲ, ପନିପରିବା ଚାଷ, ଆମ୍ବ ପରି ଋତୁ ଫଳ ଆଦି କ୍ଷୟକ୍ଷତ ପହଞ୍ଚିଛି । ଅନେକ ସ୍ଥାନରେ ଘର!-->…
Read More...
Read More...