ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଗଣିବେ ୨ଲକ୍ଷ , ୭ ବର୍ଷ ଜେଲ
ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ବିରୋଧରେ ଆଗଧାଡ଼ିରେ ରହି ଜୀବନକୁ ବାଜି ଲଗାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଛନ୍ତି । ଏହାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ ଦିଆଯାଉଛି । ତେବେ ସରକାରଙ୍କ ବାରମ୍ବାର ତାଗିଦ୍!-->…
Read More...
Read More...