ଆମ ପଞ୍ଚାୟତକୁ କରୋନା ମନା
ଭଦ୍ରକ: କୋଭିଡ-୧୯କୁ ନେଇ ସବୁଠି ଆତଙ୍କ । ମହାମାରୀ କରୋନା ଭୂତାଣୁ ବିରୋଧରେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଏକ ହୋଇ ଲଢ଼େଇ ଜାରୀ ରଖିଛନ୍ତି । ଏଥିରୁ ବାଦ ପଡ଼ିନି ଭଦ୍ରକ ବ୍ଲକ୍ର କେଦାରପୁର ପଞ୍ଚାୟତ । ପୌରାଞ୍ଚଳ ଠାରୁ ମାତ୍ର ୬କିମି ଦୂରରେ ଅବସ୍ଥିତ ଏହି ପଞ୍ଚାୟତରେ!-->…
Read More...
Read More...