ଓଡିଶା ରେ ଭାଜପା ୧୨୦ରୁ ଅଧିକ ବିଧାୟକ ପାଇବ: ଅରୁଣ ସିଂହ
ସାମ୍ବାଦିକ ସମ୍ମିଳନୀରେ ଭାଜପାର ଦୃଢୋକ୍ତି
ସମ୍ବଲପୁର, ଭାରତୀୟ ଜନତା ପାର୍ଟି ନିଜର ଲକ୍ଷ୍ୟ ମିଶନ-୧୨୦ କୁ ପାର କରିଯିବ ଓ ଓଡିଶାରେ ନିଜ ସରକାର ଗଠନ କରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ଭାଜପା ର ରାଷ୍ଟ୍ରୀୟ ସମ୍ପାଦକ ଓ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଅରୁଣ ସିଂହ!-->!-->!-->…
Read More...
Read More...