ଚନ୍ଦ୍ରଯାନ-୨ରୁ ଆସିଲା ପ୍ରଥମ ଫଟୋଚିତ୍ର
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ତା'ର ଚନ୍ଦ୍ର ମିଶନ୍ରେ ଆଉ ଏକ ଉଲ୍ଲେଖନୀୟ ଉପଲବ୍ôଧ ହାସଲ କରିଛି । ଚନ୍ଦ୍ରଯାନ-୨ ଦ୍ୱାରା ଉତ୍ତୋଳିତ ଚିତ୍ର ଇସ୍ରୋ ବୈଜ୍ଞାନିକଙ୍କ ହାତରେ ଲାଗିଛି । ଏହି ଚିତ୍ରଟି ହେଉଛି ପୃଥିବୀର । ଏଥିରେ ଏକାଧିକ ଚିତ୍ର ରହିଛି । ତାହା!-->…
Read More...
Read More...