କଳା,ସାହିତ୍ୟ ଓ ସଂସ୍କୃତିର ବର୍ଣ୍ଣାଢ୍ୟ ମହାକୁମ୍ଭ ଚଇତି ମହୋତ୍ସବରେ ଦୁଲୁକୁଛି ଚଇତି ମଂଚ
ରାୟଗଡା: ରାୟଗଡା ଜିଲ୍ଳାର କଳା ସଂସ୍କୃତିର ପୁରୋଧା ତଥା ଅମୃତର ସନ୍ତାନ ଡଙ୍ଗରିଆ କନ୍ଧ,ଲାଂଜିଆ ସଉରା,ପରଜା ଇତ୍ୟାଦି ଜନଜାତିମାନଙ୍କର କଳା,ସଂସ୍କୃତି ଓ ପରମ୍ପରାକୁ ଲୋକ ସମାଜରେ ପରିଚିତ କରାଇବା ତଥା ଉଦଜୀବିତ କରି ରଖିବାରେ ଚଇତି ଏକ ଅନ୍ୟନ୍ୟ ମଂଚ ସୃଷ୍ଟି କରିପାରିଛି । ଦଶନ୍ଧି ଦଶନ୍ଧି!-->…
Read More...
Read More...