ଚନ୍ଦ୍ର ଶେଖର ଏକାଡେମୀକୁ ବଡ଼ ସଫଳତା, ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଲେ ୩ ଛାତ୍ର
ପୁରୀ : ପୁରୀରେ ପ୍ରଥମ ଥର ପାଇଁ ଜାପାନର ଏକ ବିଶିଷ୍ଟ ଆଇଟି କଂପାନୀରେ ନିଯୁକ୍ତି ପାଇଛନ୍ତି ଚନ୍ଦ୍ରଶେଖର ଏକାଡେମୀର ୩ ଛାତ୍ର । ଫଳରେ ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରୀ ଖେଳି ଯାଇଛି । ଏହି କୃତିତ୍ୱ ହାସଲ କରିଥିବା ଛାତ୍ରମାନେ ଭାରତ ସରକାରଙ୍କ ଅଧୀନ ନ୍ୟାସନାଲ!-->…
Read More...
Read More...