ଶ୍ରୀମନ୍ଦିରରେ ଅଘଟଣ, ଭକ୍ତଙ୍କ ମୃତ୍ୟୁ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳିପଡିଲେ ଭକ୍ତ ଓ ଶ୍ରୀମନ୍ଦିର ଭିତରେ ମୃତ୍ୟୁବରଣ କଲେ।ଉତ୍ତରପ୍ରଦେଶ ଝାନ୍‌ସୀର 65 ବର୍ଷୀୟ ରାଜେନ୍ଦ୍ର ସାହାରିଆ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ…
Read More...

ସୁନାମଧନ୍ୟ କଳାକାର ତଥା ପୂଜକ ଧନେଶ୍ୱର ବାରିକଙ୍କ ପରଲୋକ

ବୌଦ୍ଧ,୧୦/୧୦:- ବୌଦ୍ଧ ରାମଲୀଳା ଯାତ୍ରାର ପ୍ରାକ୍ତନ କଳାକାର ଧନେଶ୍ୱର ବାରିକଙ୍କ ଆଜି ଅପରାହ୍ନ ୩ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ବାରିକ ବୌଦ୍ଧ ରାମଲୀଳା ଯାତ୍ରାରେ ଜଣେ କଳାକାର…
Read More...

ଆଠଗଡ ଵିଜୁ ଜନତା ଦଳ ତରଫରୁ ତିନି ନମ୍ବର ଜୋନରେ ଜନସମ୍ପର୍କ ପଦଯାତ୍ରା 

ଆଠଗଡ଼: ଆଠଗଡ଼ ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଧାଇପୁର ପଂଚାୟତର ଗଦାଧରପୁର ଠାରୁ ଆରମ୍ଭ ହୋଇ ଧଇପୁର, ସୋମନାଥପୁର,  ଛତାବର,  କନ୍ଦରପୁର ପଂଚାୟତ ର ନଣ୍ଡେଇଲୋ, ରାଉତରାପୁର ଠାରେ ଶେଷ ହୋଇଥିଲା ,ଏହି ପଦଯାତ୍ରାରେ ଵିଜୁ ଜନତା ଦଳ ଆଠଗଡ ସଭାପତି ରବୀନ୍ଦ୍ର ନାଥ ରାଉତ…
Read More...

ରାଇକିଆ ବ୍ଲକରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

ରାଇକିଆ,୯/୧୦: - ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ରରେ ବିଜେପି ସରକାର ଥିବା ସକାଶେ ଓଡିଶାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ୱାବଧାନରେ ରାଇକିଆ ବ୍ଲକ କଂଗ୍ରେସ ତରଫରୁ ରାଇକିଆ ବ୍ଲକ ର ୧୨ ଗୋଟି ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରତି ଘରକୁ ଘର…
Read More...

ନୂଆଗାଁ ବିଜୁ ଯୁବ ଭବନରେ ଚୋରୀ

ନୂଆଗାଁ,୯/୧୦:- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଯୁବ ଭବନରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତକାଲି ରାତିରେ ଦୃବୃତ୍ତ ମାନେ ବିଜୁ ଯୁବ ଭବନର କାଠର କବାଟକୁ ଧାରୁଆ ଅସ୍ତ୍ରରେ କବାଟ ତାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି । ତତ୍‌ସହିତ ସେହି ଭବନ…
Read More...

ଠିଆ ହୋଇଥିବା ଟ୍ରକରେ ପିଟିହୋଇ ବାଇକ ଆରୋହୀ ମୃତ

ନନ୍ଦାହାଣ୍ଡି,୯/୧୦:- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଛକ ନିକଟରେ ଏକ ଠିଆ ହୋଇଥିବା ଟ୍ରକ୍‌ର ପଛରେ ମୋଟର ସାଇକେଲ ପିଟିହେବା ଫଳରେ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିି । ଘଟଣା ଅନୁସାରେ ଡଙ୍ଗରଭେଜା ଗ୍ରାମର ମନୋଜ ଭତ୍ରା ନିକଟସ୍ଥ…
Read More...

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା

ନୂଆପଡ଼ା,୯/୧୦:- ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖଡିଆଳ ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୬ର ଚିଚେର ଗ୍ରାମରୁ ଆରମ୍ଭହୋଇ ତୋରଲି, ନେହେନା ଓ ବିଛନାପାଲି ଗ୍ରାମରେ ଦଳୀୟନେତା…
Read More...

ଗୋପବନ୍ଧୁ ଜୟନ୍ତୀରେ କେଡିଏମଏଫ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

ଫୁଲବାଣୀ : ଆଜି ଦୁଃଖୀ ଦରିଦ୍ର୍ୟର ସେବକ ମହାନ ମହାପୁରୁଷ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ସନ୍ତୋଷ କୁମାର ଦିଗାଲଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହତ…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ପାରଳାଖେମୁଣ୍ଡି,୯/୧୦:- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ…
Read More...

୫୪୦୦ ବୋତଲ ପ୍ରତିବନ୍ଧିତ କଫ ସିରପ ଜବତ ସହିତ ୩୨ ଜଣ ଗିରଫ

ସମ୍ବଲପୁର,୯/୧୦:- ସମ୍ବଲପୁର ନଗର ଉପକଣ୍ଠସ୍ଥିତ ଧନୁପାଲି ପୁଲିସ ଥାନା ଅନ୍ତର୍ଗତ ସ୍ଥାନୀୟ ଝାଙ୍କରପଡାରେ ବିପୁଳ ପରିମାଣରେ ପ୍ରତିବନ୍ଧିତ କଫ ସିରପ ଜବତ କରିବା ସହିତ ଏଥିରେ ସାମିଲ ୩୨ ଜଣଙ୍କୁ ଗିରଫ କରିବାରେ ପୁଲିସକୁ ସଫଳତା ମିଳିଛି । ଆଜି ସନ୍ଧ୍ୟାରେ ନିଜ କାର୍ଯ୍ୟାଳୟକୁ ଡ଼କାଇ…
Read More...