ମିନିବସ ସହ ବାଇକ ମୁହାଁମୁହିଁ ଧକ୍କା; ବାପା ମୃତ, ପୁଅ ଗୁରୁତର
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ରାଆଣ୍ଡି ଛକ ନିକଟରେ ଗୋଟିଏ ଯାତ୍ରୀବାହୀ ମିନିବସ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଆରୋହୀ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ତିରିବିରି ଗ୍ରାମର ପଟିଆ ପ୍ରଧାନ ହୋଇଥିବା ବେଳେ!-->…
Read More...
Read More...