ବାଇକ ଦୁର୍ଘଟଣାରେ ୨ ଗୁରୁତର

ହରଭଙ୍ଗା,୧୧/୦୭- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛାରିଚକ -କୁଶଙ୍ଗ ପୂର୍ତ୍ତବିଭାଗ ରାସ୍ତାର ଲକ୍ଷ୍ମଣପୁର ଠାରେ ଆଜି ଏକ ବାଇକ ଦୁର୍ଘଟଣା ଘଟି ୨ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମତେ ସଙ୍କୁଲେଇ ଗ୍ରାମର ରାଜକିଶୋର ଦନାୟକ ଓ ତପନ ଗାଈଗୌରିଆ ଉଭୟ ଏକ ବାଇକ ଯୋଗେ ଚାରିଛକକୁ ବ୍ୟାଙ୍କ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ପାରଳାଖେମୁଣ୍ଡି, ୧୧/୭- ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ । ଆମ ଦେଶରେ ଏହି ଦିବସଟିକୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିଣ କରିବା ପାଇଁ ପ୍ରତି ବର୍ଷ
Read More...

ବୃଦ୍ଧଙ୍କୁ ଚାଷ ଜମିରେ ହତ୍ୟା

ନୂଆପଡ଼ା,୧୧/୭- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଜୁନପାଣି ନାକାପଡ଼ାରେ ଜଣେ ବୃଦ୍ଧ ଲକ୍ଷ୍ମୀଧର ମାଝୀ (୬୫)କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କିଛି ଦିନ ହେଲା ସେ ଚାଷ ଜମିରେ କୁଡ଼ିଆ କରି ରହୁଥିଲେ । ସୋମବାର ସକାଳେ ଲକ୍ଷ୍ମୀଧରଙ୍କ ବଡ଼ପୁଅ ବିଶେଷ ମାଝୀ ବାପାଙ୍କୁ ଦେଖିବାକୁ ଚାଷ
Read More...

୨୮ ଗୋଟି ପ୍ରକଳ୍ପ ପାଇଁ ୨ କୋଟିର ଆର୍ଥିକ ସହାୟତା ପ୍ରଦାନ

ନୂଆପଡ଼ା,୧୧/୭- ନୂଆପଡା ଜିଲ୍ଲା ଖଡ଼ିଆଳସ୍ଥିତ ଅଗ୍ରସେନ ଭବନ ପରିସରରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଏକ କାର୍ଯ୍ୟାଦେଶ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନୂଆପଡା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ
Read More...

ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡରେ ଜାଗା ମିଶନ ଉପଦେଷ୍ଟା

ଫୁଲବାଣୀ,୧୧/୭: ରାଜ୍ୟ ସରକାରଙ୍କ ଜାଗାମିଶନର ଉପଦେଷ୍ଟା ହରିଶଙ୍କର ରାଉତ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦର ବିଭିନ୍ନ ୱାର୍ଡ ଯଥା ୪,୮,୯,୧୦ ଓ ୧୧ ନମ୍ବରର ସମସ୍ତ ଜାଗା ମିଶନର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା
Read More...

ହାତୀ ଆକ୍ରମଣରେ ଜଣେ ମୃତ

ତେନ୍ତୁଳିଖୁଣ୍ଟି : ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମ୍ୟ ଜଙ୍ଗଲଠାରେ ଏକ ଜଙ୍ଗଲୀ ଦନ୍ତା ହାତୀ ପଶିଆସି କଣ୍ଟାଗାଁ ଗ୍ରାମର ବୁଦନ ସୌରା (୬୦)ଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛିାସୂଚନା ମୁତାବକ ଆଜି ବୁଦନ ଖାଇସାରି ଜଙ୍ଗଲକୁ
Read More...

ଘର ଭିତରୁ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ କୃଷ୍ଣପୁର ଠାରେ ଆଜି ଏକ ଘର ମଧ୍ୟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ ଯୁବକର ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସାନନଈ ଗ୍ରାମର ଧୃବଚରଣ ପ୍ରଧାନଙ୍କ ପୁଅ ଦେବବ୍ରତ ପ୍ରଧାନଙ୍କ ମୃତ ଶରୀର
Read More...

୨କେଜି କୁଟୁରା ଓ ଝିଙ୍କ ମାଂସ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଦଶପଲ୍ଲା : ବନ୍ୟପ୍ରାଣୀ ବିଭାଗର ଚଢ଼ାଉ । ୨କେଜି କୁଟୁରା ଓ ଝିଙ୍କ ମାଂସ ଜବତ । ଦୁଇ ଅଭିଯୁକ୍ତ ଗିରଫ । ବାଇକ ଯୋଗେ ଜଙ୍ଗଲୀ ମାଂସ ନେଇ ଯାଉଥିବା ବେଳେ ମାଡି ବସିଲା ବନ୍ୟପ୍ରାଣୀ ବିଭାଗ । ଗିରଫ ଅଭିଯୁକ୍ତ ମାନେ ଦଶପଲ୍ଲା ବ୍ଲକ ଲୋଧାପଙ୍କା ଗ୍ରାମର ରତ୍ନାକର ଦଳବେହେରା ଓ ଅକ୍ରୁର ନାୟକ
Read More...

ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବର୍ଦ୍ଧିତ

ପୁରୀ : ଆଜି ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କୁ ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆସୋସିଏସନ ଅଫ୍‌ ଟ୍ୱିଟର ଆକ୍‌ଟିଭିଟିଜ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ପଟ୍ଟନାୟକ ୨୦୨୨ ଅକ୍ଟୋବର ମାସରେ ପୁରୀର ଆରଟିଓ ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ । ପୁରୀ
Read More...

ବିଇଓଙ୍କ ଅଚାନକ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦିବ୍ୟପ୍ରକାଶ ପ୍ରଧାନ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇ ବିଦ୍ୟାଳୟର ଅନୁସାଙ୍ଗିକ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ, ପରିବେଶ, ପିଲାଙ୍କ ଶିକ୍ଷା ଗ୍ରହଣ, ଶିକ୍ଷକ ଶିକ୍ଷୟତ୍ରୀଙ୍କ
Read More...