ବାରବାଟୀକୁ କରାଯାଉ ବିଶ୍ୱସ୍ତରୀୟ ଷ୍ଟାଡିଅମ – ସୋଫିଆ
କଟକ : ବାରବାଟୀକୁ କର ବିଶ୍ୱସ୍ତରୀୟ ଷ୍ଟାଡିଅମ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିରଦ୍ଦୋଶ । ପୂର୍ବରୁ ଏନେଇ ଘୋଷଣା ହୋଇଥିଲା କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଆଗକୁ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ଅଛି । ବିସିସିଆଇ ଓ ରାଜ୍ୟ!-->…
Read More...
Read More...