କୁଟୁରା ମାଂସ ଜବତ, ଦୁଇ ଅଭିଯୁକ୍ତ ଗିରଫ
ରାୟଗଡା: ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ । ହେଲେ ଖବର ପାଇ ମାଡି ବସିଲା ରାୟଗଡା ବନ ବିଭାଗ । ଘଟଣା ସ୍ଥଳରୁ ତିନି କେଜି କୁଟୁରା ମାଂସ ଜବତ ସହ ଦୁଇ ଜଣଙ୍କୁ ଧରିବାରେ ସଫଳ ହେଲା ବନ ବିଭାଗ । ଆଉ ଗିରଫ ଦୁଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ରାୟଗଡା ବନାଞ୍ଚଳ ଅଧିନସ୍ଥ!-->…
Read More...
Read More...