ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ, ନୂଆଗାଁ (ଏ) ଚମ୍ପିୟାନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗହିଙ୍ଗିଆ ଖେଳ ପଡ଼ିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍ ମ୍ୟାଚରେ କ.ନୂଆଗାଁ (ଲିଜେଣ୍ଡ) ଓ କ.ନୂଆଗାଁ (ଏ) ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ କ.ନୂଆଗାଁ (ଏ) କ.ନୂଆଗାଁ (ଲିଜେଣ୍ଡ)କୁ ଛଅ!-->…
Read More...
Read More...