ଦୀର୍ଘ ଦିନ ପରେ ନନ୍ଦାହାଣ୍ଡି ବ୍ଲକରେ ନୂତନ ବ୍ଲକ ଶିକ୍ଷାଧିକାରୀଙ୍କ ଯୋଗଦାନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ପୁଷ୍ପାଞ୍ଜଳି ମହାନ୍ତି ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ଯୋଗଦାନ କରିଛନ୍ତି । ପୂର୍ବରୁ ଦୀର୍ଘ ପ୍ରାୟ ଦେଢ଼ ବର୍ଷେ ହେବ ଏହି ପଦବୀ ଖାଲି ପଡ଼ିରହିଥିଲା । ଅନ୍ୟ ବ୍ଲକର କିମ୍ବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି
Read More...

ବିଶ୍ୱ ଯୋଗ ଦିବସ ପାଳିଲେ ଜାପାନୀ ପର୍ଯ୍ୟଟକ

ପୁରୀ : ବିଶ୍ୱ ଯୋଗ ଦିବସ ଅବସରରେ ଭାରତ-ଜାପାନ ଫେଣ୍ଡସିପ୍‌ ସେଣ୍ଟର ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୨୫ଜଣ ଜାପାନୀ ପର୍ଯ୍ୟଟକ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଯୋଗ କରିବା ଦ୍ୱାରା ମଣିଷର ଶରୀର ସୁସ୍ଥ ରହିବା ସହ ମାନସିକ ଚିନ୍ତା ଦୂର ହୋଇପାରୁଛି । ତତ୍‌ ସହିତ
Read More...

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡା: ‘କର ଯୋଗ, ରୁହ ନିରୋଗ’ । ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର । ତେଣୁ ଯୋଗ କରି ନିରୋଗୀ ହେବା ପାଇଁ
Read More...

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଓ ମିଳିତ ସହଯୋଗରେ ଆୟୋଜିତ ଜ଼ିଲ୍ଲା ପ୍ରଶାସନର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି
Read More...

ସକାଳୁ ଅପରାହ୍ନ ଯାଏଁ ଉପାସରେ ରହିଲେ ମହାପ୍ରଭୁ

ପୁରୀ : ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ବିଳମ୍ବ ହେବା ଯୋଗୁଁ ଜଗତରନାଥ ଜଗନ୍ନାଥ ଆଜି ସକାଳରୁ ଅପରାହ୍ନ ଯାଏ ଉପାସରେ ରହିଛନ୍ତି । ଏହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି ।ଅନ୍ୟପଟେ ଗୁଣ୍ଡିଚାରେ ଶରଧା
Read More...

ଏକାଗ୍ରତାର ମୂଳ ମନ୍ତ୍ର ଯୋଗ: ଡାକ୍ତର ଭବାନୀ ଶଙ୍କର ପାଲ

ଜହ୍ନାପଙ୍କ: କେନ୍ଦ୍ର ସରକାରଙ୍କ ଜାତୀୟ ଆୟୁଷ ମିଶନ ଓ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶାଳୟ ମିଳିତ ଆନକୂଲ୍ୟରେ ବଘିଆପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କନ୍ଧମାଳ ମଣ୍ଡଳ ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ଭବାନୀ ଶଙ୍କର ପାଲ ଏହି
Read More...

୭୦୦ ଲିଟର ମହୁଲ ପୋଚ ଓ ୨୨ଲିଟର ଦେଶୀ ମଦ ଜବତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଝାଡ଼ରାଜିଙ୍ଗ ଗ୍ରାମର ଜଙ୍ଗଲ ମଧ୍ୟରୁ ବୁଧବାର ଦିନ ହରଭଙ୍ଗା ଅବକାରୀ ଚଢ଼ାଉ କରି ମହୁଲ ପୋଚ ଓ ଦେଶୀ ମଦ ଜବତ କରିଥିବା ବିଭାଗ ପକ୍ଷରୁ ଜଣାପଡିଛି । ମିଳିଥିବା ସୂଚନା ମତେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ହରଭଙ୍ଗା ଅବକାରୀ ଇନ୍ସପେକ୍ଟର ଅଞ୍ଜନ
Read More...

ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଚାଲିଛି ବାଘ ଗଣନା

ଦଶପଲ୍ଲା: ପ୍ରତିବର୍ଷ ଭଳି ଚଳିତବର୍ଷ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧୀନସ୍ଥ ଅଭୟାରଣ୍ୟର ଆରମ୍ଭ ହୋଇଛି ବାଘ ଗଣନା କାର୍ଯ୍ୟ । ବନଖଣ୍ଡର ୪ ଗୋଟି ରେଞ୍ଜର ୩୬ଟି ବିଟ୍‌ ହାଉସ୍‌ରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଯଉଁଥିରେ ବାଣିଗୋଛା (ପୂର୍ବ) ବନାଞ୍ଚଳର ୩ଟି
Read More...

ସନ୍ଦେହ ଘେରରେ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କ ମୃତ୍ୟୁ

ଗଞ୍ଜାମ :କେ. ନୂଆ ଥାନା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ଅଧିନ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ତେବେ ଏହା ଦୁର୍ଘଟଣା ନା ତାଙ୍କୁ ଷଡଯନ୍ତ୍ର କରି ଗାଡ଼ି ଧକ୍କା ମାରି ହତ୍ୟା କରାଯାଇଛି ତାହାକୁ
Read More...

ପାରଳାଖେମୁଣ୍ଡିରେ ରଥଯାତ୍ରା ମହାସମହରରେ ପାଳିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ୱଜ, ଦର୍ପଦଳନ, ଓ
Read More...