କରୋନା ଯୋଦ୍ଧା ଭାବେ ସମ୍ମାନିତ ହେଲେ ମମତା ମଞ୍ଜରୀ ଅପା

ନୂଆପଡା: ଶ୍ରୀମତୀ ମମତା ମଞ୍ଜରୀ ଥପା ନୂଆପଡା ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନେତୃତ୍ୱ ନେଉଥିବା ଜଣେ ନେତ୍ରୀ ଭାବରେ ବେଶ ଜଣାଶୁଣା । ଜିଲ୍ଲା ତଥା ଜିଲ୍ଲା ବାହାରେ ସେ ବେଶ ସୁପରିଚିତ । ଯେତେବେଳେ କରୋନା ମହାମାରୀ ପ୍ରଭାବରେ ସମସ୍ତ ଜନସମାଜ ଭୟଭୀତ
Read More...

୫-ଟି ସଚିବଙ୍କ ଦୁଇ ଦିନିଆ ଗଜପତି ଗସ୍ତ,ବିଜୁ ଏକ୍ସପ୍ରେସ ୱେ -୨ର ନିର୍ମାଣ ତିନି ବର୍ଷରେ ସରିବ

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେର
Read More...

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଦଶପଲ୍ଲା : ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ଟାକରା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମୃତକ ଜଣଙ୍କ ଟାକରା ଅଞ୍ଚଳର ଉମା ଚରଣ ବେହେରା ବୟସ ୬୦ ରୁ ୭୦ ବର୍ଷ ହେବ ବୋଲି ଜଣାପଡିଛି ।
Read More...

କାଳବୈଶାଖୀ ଓ ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳର ୩ ଟି ଗାଁରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଶରଣକୁଳ ଥାନା ଜାକେଡା ଗାଁର ୫୦ ବର୍ଷୀୟ ପଦ୍ମା ପ୍ରଧାନ, ମହୁଲିଆ ଗ୍ରାମର ୧୮ ବର୍ଷୀୟ ଜିତେନ୍ଦ୍ର ଦୋରା ଏବଂ ଭାଲିଆଡ଼ିହି ଗାଁର ୬୦ ବର୍ଷୀୟ ଧନେଶ୍ୱର ପରିଡ଼ା ।
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଏନସିସି ଉଚ୍ଚସ୍ତରୀୟ ତାଲିମ ଟ୍ରାକ ଉଦଘାଟିତ

ନବରଙ୍ଗପୁର: ଏନ୍‌ସିସିର ୧୩ ବାଟାଲିୟନ-ଓଡ଼ିଶା ଶାଖା ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟରେ ନବ ନିର୍ମିତ ତାଲିମ୍‌ ଟ୍ରାକକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ପୂର୍ବତନ ଛାତ୍ର ସଦାଶିବ ପ୍ରଧାନୀଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ
Read More...

ହରଭଙ୍ଗା ବ୍ଲକର ଦୁଇଟି ସ୍ଥାନରେ ସୁଲଭ ଶୌଚାଳୟ ପାଇଁ ଦାବି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଓ ବ୍ଲକର ବାଣିଜ୍ୟ ପେଣ୍ଠସ୍ଥଳୀ କୁହାଯାଉଥିବା ପୁରୁଣା କଟକ ବଜାରରେ ଏକ ପରିସ୍ରାଗାର କିମ୍ବା ସୁଲଭ ଶୌଚାଳୟ ନଥିବା ଫଳରେ ଜନସାଧାରଣରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ବ୍ଲକର ଚାରିଛକ ସ୍ଥିତ ସମସ୍ତ ସରକାରୀ
Read More...

ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ପର୍କିତ କର୍ମଶାଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାଗୃହ ଠାରେ ଆଜି ସ୍ୱେଚ୍ଛାସବୀ ଅନୁଷ୍ଠାନ ରେଆର୍‌ ଦ୍ୱାରା କିଣ୍ଡରପୋଷ୍ଟଜେଲ ସହାୟତାରେ ଏକ ଦିବସୀୟ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍‌ସୋ)ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ
Read More...

ନାତିକୁ ବଞ୍ଚାଇବାକୁ ନେହୁରା ହେଲେ ଜେଜେ ମା’, କେହି ଶୁଣିଲେନି

ସୁବର୍ଣ୍ଣପୁର,୯/୫(ହୀ.ପ୍ର): ମୋ ନାତି ଆଉ କାନ୍ଦୁନି । ତାର କଣ ହୋଇଛି ଟିକିଏ କହିଦିଅ । ତୁମେ ଟିକିଏ ଚେଷ୍ଟାକର ଡାକ୍ତର ବାବୁ ମୋ ନାତିଟା ବଂଚିଯିବ । ଏଭଳି କିଛି ଗୁହାରି କରି କୋଳରେ ଏକମାସର ନାତିକୁ ଧରି ଏତେବଡ ଖରାରେ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ଧାଉଁଥିଲା ବୁଢି
Read More...

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ

ନୂଆପଡା: ନୂଆପଡାରେ ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ ଘଟିଛି । ରାତି ୧୨ଟା ୧୫ ମିନିଟ ସମୟରେ ଉକ୍ତ ବାଘର ପ୍ରାଣହାନି ଘଟିଛି । ଏନେଇ ସୂଚନା ଦେଇଛନ୍ତି ଏସିଏଫ୍‌ ମହମ୍ମଦ ମୁସ୍ତାଫ ସାଲିହା । ବନ ବିଭାଗର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ବାଘଟି ପ୍ରାଣ ହରାଇଥିବା କୁହାଯାଉଛି
Read More...

ହୀରାଞ୍ଚଳର ମହା ପ୍ରଭାବ, ଗ୍ରାମାଞ୍ଚଳରେ ଖୋଲିଲା ଜଳଛତ୍ର

ଦଶପଲ୍ଲା : ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଭିନ୍ନ ଛକ- ବଜାର ବା ରାସ୍ତାପାର୍ଶ୍ୱରେ ଜଳଛତ୍ର ଖୋଲିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିବା ବେଳେ ବ୍ଲକ୍‌ର ପଶ୍ଚିମାଞ୍ଚଳରେ ପଞ୍ଚାୟତର ଅଦ୍ୟାବଧି କୌଣସି ଜଳଛତ୍ର ଖୋଲି ନଥିବା
Read More...