ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: ଆସନ୍ତାକାଲି ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ

ବାଲିଗୁଡ଼ା,୧୪/୫:- କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା ଲାଲ୍‌ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍‌ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବାବେଳେ କୋଟଗଡ଼ ଥାନା ବଣ୍ଡାପିପିଲି ରାଜ୍ୟ
Read More...

୩୦ଫୁଟ ରାସ୍ତା ତଳକୁ ଖସି ଘରେ ପଶିଲା କାର୍‌, ଜଣେ ମୃତ:
ସହାୟତା ପ୍ରଦାନ ପରେ ହଟିଲା ରାସ୍ତାରୋକ

ହରଭଙ୍ଗା,୧୪/୫:- ଆଜି ଭୋର୍‌ ୫ଟା ବେଳେ ୫୭ନଂ ଜାତୀୟ ରାଜପଥରେ ବୌଦ୍ଧ ପଟୁ ଚାରିଛକ ଦିଗକୁ ଯାଉଥିବା ଏକ କାର (ଓଡି୨୭ଏସ୍‌ ୭୯୧୮)ହରଭଙ୍ଗା ବ୍ଲକ ବୃନ୍ଦାବନ ଛକ ଠାରେ ଭାରସାମ୍ୟ ହରାଇ ୩୦ଫୁଟ ରାସ୍ତା ତଳକୁ ଖସି ଏକ ମହିଳାଙ୍କୁ ଧକ୍କା ଦେଇ ଘର ଭିତରକୁ ପଶିଯାଇଥିଲା ।ଧକ୍କା ଫଳରେ ଭୋରରୁ ଘର
Read More...

ନୂଆପଡ଼ା ଜ଼ିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ

କୋମନା:ନୂଆପଡା ଜିଲ୍ଲା କୋମନା ବ୍ଲକ ସମ୍ଭୋବ ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକନାଥ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପାଢ଼ୀ ଓ ବିଜୟ ସହିସ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ । ସଭାପତି ଭାବରେ ସୁରେଶ ଅଚାରୀ,
Read More...

ଉଦ୍ଧାରପରେ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଥଇଥାନ

ବୌଦ୍ଧ,୧୨ା୫ : ଅପରେସନ ସଞ୍ଜିବନୀ ମାଧ୍ୟମରେ ରାଜ୍ୟ ବାହାରେ ନିର୍ଯ୍ୟାତନାର ଶିକାର ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ସଫଳତାର ସହିତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିଥିବାବେଳେ ସେମାନଙ୍କୁ ଥଇଥାନ ପାଇଁ ଜିଲା
Read More...

ନୂଆଁଖାଇ ପରଦିନ ବୌଦ୍ଧଜିଲ୍ଲାକୁ ମିଳିଲା ସ୍ୱତନ୍ତ୍ର ଛୁଟି

ବୌଦ୍ଧ,୧୨ା୫ :- ବୌଦ୍ଧ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁଙ୍କ ସୁପାରିଶ କ୍ରମେ ପଶ୍ଚିମ ଓଡିଶାର ପାରମ୍ପାରିକ ଗଣପର୍ବ ନୂଆଁଖାଇ ଉତ୍ସବର ପରଦିନ ବୌଦ୍ଧ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରିଛନ୍ତି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୩୪୦୭୦.
Read More...

ଅପରେସନ ସଞ୍ଜିବନୀ, ମହାରାଷ୍ଟ୍ରରେ ଫସିରହିଥିବା ୨୪ ପ୍ରବାସୀ ଶ୍ରମିକ ଉଦ୍ଧାର

ବୌଦ୍ଧ,୧୨ା୫ :- ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଅପରେସନ ସଞ୍ଜିିବନୀ ମାଧ୍ୟମରେ ବାହାର ରାଜ୍ୟରେ ନିର୍ଯ୍ୟାତିତ ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତ ୭ ମାସ ତଳେ ଦାଦନ ସର୍ଦ୍ଦାର ଦ୍ୱାରା ପ୍ରଲୋଭିତ ହୋଇ କଣ୍ଟାମାଳ ବ୍ଲକର ତିନୋଟି ଗ୍ରାମ ମଲ୍ଲିିକୁଦ, ବରଡିପଦର ଓ
Read More...

ସମ୍ଭାବ୍ୟ ବନ୍ୟାରୁ ଧନ ଜୀବନର ସୁରକ୍ଷା ପାଇଁ ଏନଡିଆରଏଫ ଦ୍ୱାରା ନମୁନା ପ୍ରଦର୍ଶନ

ସୁବର୍ଣ୍ଣପୁର:ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏନଡିଆରଏଫ ମୁଣ୍ଡୁଳି ଦ୍ୱାରା ଧନ ଜୀବନର ସୁରକ୍ଷା ପାଇଁ ସୋନପୁର ସ୍ଥିତ ମହାନଦୀ ତେନ୍ତୁଳିଘାଟ ଠାରେ ନମୁନା ପ୍ରଦର୍ଶନ କରାଯାଇଥିଲା । ଇନିସ୍ପେକ୍ଟର ଏକଜିକ୍ୟୁଟିଭ ୟୁ କେ ଦୀକ୍ଷିତଙ୍କ ନେତୃତ୍ୱରେ ଏନଡିଆରଏଫର ଇନିସ୍ପେକ୍ଟର
Read More...

 ବାଚସ୍ପତିଙ୍କ ପରେ ଶ୍ରମମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା
Read More...

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ:ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ମୋ ସେବା କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବଲାଡୀ ଠାରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ମୋ ସେବା କେନ୍ଦ୍ରର ଶୁଭଉଦଘାଟନ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ସେବା କେନ୍ଦ୍ର ଓମ ଶିବଶକ୍ତି
Read More...