ଓଡ଼ଗାଁ ତହସିଲ ହାତରୁ ଚାଲିଯିବ କି ପଥରଖଣି ! ପୁଆଣିଆ ପଥର ଖଣିରେ ଓଆରଏସଏସି ଟିମ
ଓଡ଼ଗାଁ:ଓଡ଼ଗାଁ ତହସିଲ ଅଧୀନରେ ଥିବା ୨୦ରୁ ଉର୍ଦ୍ଧ୍ୱ ଖଣି ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗୁରୁବାର ଓଡିଶା ସ୍ପେଶ ଆପ୍ଲିକେଶନ କେନ୍ଦ୍ରର ଏକ ଟିମ ସହିତ ଖଣିଜ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଆସି ପୁଆଣୀଆଁ ଖଣି ପରିଦର୍ଶନ କରି ଫେରିଛନ୍ତି । ସେମାନଙ୍କ ସହ ଓଡଗାଁ ତହସିଲଦାର!-->…
Read More...
Read More...