ଦୀପାଳିଙ୍କ ପାଇଁ ଭୋଟ ମାଗିଲେ ନବୀନ,ମା’ମାନଙ୍କୁ ଆମେ ସମ୍ମାନ ଦେବା ଉଚିତ
ଝାରସୁଗୁଡ଼ା: ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀ ଦଳ ଯେମିତି ବ୍ୟବହାର କରିଛନ୍ତି, ତାହା ଆପଣମାନେ ଜାଣିଛନ୍ତି। ନବ କିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ମଧ୍ୟ ବିରୋଧୀମାନେ ସେହିଭଳି ଭାବେ ଗାଳି ଦେଉଛନ୍ତି। ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଦୀପାଳି ଦାସ ଏହି!-->…
Read More...
Read More...