ବାଲୁକା କଳା ମାଧ୍ୟମରେ ବିଜୁ ଜୟନ୍ତୀରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ ସହ ବିଜୁ ବାବୁଙ୍କ ପ୍ରତି ଛବି
Read More...

ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଦୀପଦାନ

ପୁରୀ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପୁରୀରେ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ନିକଟରେ ପୁରୀ ବିଜେଡି ପକ୍ଷରୁ ଦୀପଦାନ କରାଯାଇଥିଲା । ବିଜୁ ଯୁବ ଜନତା ଦଳର ରାଜ୍ୟ
Read More...

ବିମଳେନ୍ଦୁ ପାଢ଼ୀ ହେଲେ ବିଜେଡ଼ିର ଫୁଲବାଣୀ ପୌର ପରିଷଦ ସଭାପତି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ବିମଳେନ୍ଦୁ ପାଢ଼ୀଙ୍କୁ ଫୁଲବାଣୀ ପୌରପରିଷଦ ସଭାପତି ଭାବେ ଘୋଷିତ କରାଯାଇଛି । ଘୋଷଣା ପରେ ଶ୍ରୀ ପାଢୀ ରାଜ୍ୟ ବିଜେଡ଼ି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ,
Read More...

ପାଟଣାଗଡ଼ ଏନ୍‌ଏସି ତରଫରୁ ଗୋଷ୍ଠୀ ସହଭାଗିତାଙ୍କୁ ସାଇକେଲ ବିତରଣ

ପାଟଣାଗଡ଼ : ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ଗଡ଼ ଭିତରେ ପଡ଼ିଆ ପାଖରେ ଥିବା ପାଟଣେଶ୍ୱରୀ ଉତ୍ସବ ଭବନଠାରେ ଏନ୍‌ଏସି ପକ୍ଷରୁ ଗୋଷ୍ଠୀ ସହଭାଗିତାମାନଙ୍କୁ ସ୍ୱଚ୍ଛ ଭାରତ ମିଶନ ତରଫରୁ ସାଇକେଲ ବଣ୍ଟନ କରାଯାଇଥିଲା । ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରି ମହନ୍ତଙ୍କ ତତ୍ତ୍ୱାବଧାନରେ
Read More...

ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା

ବାଲିଗୁଡ଼ା: ଆଜି ବିଜେଡ଼ି ପାଳୁଛି ୧୦୭ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ଆଇସକ୍ରିମ ପାର୍ଲର ଓ ଏଗ୍ରିମଲର ଲୋକାର୍ପଣ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର,୪/୩ :- ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଳାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ୨୦ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ
Read More...

ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର ଆବଣ୍ଟନ ମେଳା

ବୌଦ୍ଧ,୪/୩:- ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର ଆବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ,
Read More...

ସମାଜସେବୀଙ୍କ ପରଲୋକ

ହରଭଙ୍ଗା,୪/୩:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ ଗ୍ରାମର ଗୌନ୍ତିଆ ତଥା ବିଶିଷ୍ଠ ସମାଜସେବୀ ତ୍ରିଲୋଚନ ଦେହୁରୀଙ୍କ ପରଲୋକ ଘଟିଛି । ଗତ କିଛି ଦିନ ହେବ ଶ୍ରୀ ଦେହୁରୀ ରକ୍ତ କର୍କଟ ରୋଗରେ ପୀଡିତ ହେବା ସହ ଚିକିତ୍ସିତ ହେଉଥିଲେ । ତେବେ ଶୁକ୍ରବାର
Read More...

ଟାଟା ଏସିକୁ ଧକ୍କାଦେଲା ଟ୍ରକ ଜଣେ ମୃତ, ଟ୍ରକ ଡ୍ରାଇଭର ଫେରାର

ହରଭଙ୍ଗା,୪/୩:- ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଆଡେଣିଗଡ ଫାଣ୍ଡି ଅଧିନସ୍ତ ମାଧପୁର ବନଦୁର୍ଗା ମନ୍ଦିର ନିକଟରେ ଶନିବାର ପୂର୍ବାହ୍ନରେ ଏକ ଟାଟା ଏସିକୁ ଟ୍ରକ ଧକ୍କା ଦେବା ଫଳରେ ଟାଟାଏସି ଗାଡିରେ ଥିବା ଯାତ୍ରୀ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ
Read More...

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ବୌଦ୍ଧ,୩/୩:- ଆଜି ସନ୍ଧ୍ୟାରେ ସ୍ଥାନୀୟ କଚେରୀ ପଡିଆ ଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ,
Read More...