ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କଲା ଭାରତ, ଅଷ୍ଟ୍ରେଲିଆ ସହ ଲଢିବ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛି । ଏବେ ଫାଇନାଲରେ ଭାରତ ଅଷ୍ର୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ । ଯେଉଁଥି ପାଇଁ ଭାରତୀୟ ଦଳକୁ ସେମାନଙ୍କ ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ପଡିବ । ବର୍ତ୍ତମାନ ଟିମ୍!-->…
Read More...
Read More...