ରଥକାଠ ସଂଗ୍ରହ ସମ୍ପର୍କିତ ବୈଠକ ଅନୁଷ୍ଠିତ
ପୁରୀ : ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ । ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି!-->…
Read More...
Read More...