ମୁଖ୍ୟ ସଚିବ ଭାବେ ଦାୟିତ୍ୱ ନେବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଦୀପ ଜେନା

ପୁରୀ : ଆଜି ନୁଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ବିଧିବଦ୍ଧ ଦାୟିତ୍ୱ ନେବା ପରେ ନିଜ ପତ୍ନୀଙ୍କ ସହ ପୁରୀ ଯାଇ ମହା ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ନୂଆ କାର୍ଯ୍ୟ ଆରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନିହାତି ଜରୁରୀ । ତାଙ୍କରି ଆଶୀର୍ବାଦ ନେଇ ସେ
Read More...

ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ଚୋରି, ତାଲା ଭାଙ୍ଗି ଦୃର୍ବୃତ୍ତ ଲୁଟି ନେଲେ ସୁନା ଅଳଙ୍କାର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ଗତ ରାତିରେ ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୨ ନଂ ୱାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଜାମପଦା ସାହିର ଆର୍ମି
Read More...

ପାୱାର ଚ୍ୟାନେଲରେ ନିଖୋଜ ଯୁବତୀଙ୍କ ଶବ ଉଦ୍ଧାର

ସମ୍ବଲପୁର: ଗତ ବିଳମ୍ବିତ ସନ୍ଧ୍ୟାରେ ସ୍ଥାନୀୟ ପାୱାର ଚ୍ୟାନେଲରେ ଝାସ ଦେଇ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ଶବ ଆଜି ସକାଳେ ଉଦ୍ଧାର କରାଯାଇଛି । ତାଙ୍କୁ ଚିହ୍ମୟୀ ପ୍ରିୟଦର୍ଶିନୀ ସାହୁ ରୂପେ ଚିହ୍ନଟ କରାଯାଇଛି । ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ
Read More...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ଅଗ୍ନିଶମ କର୍ମଚାରୀ ଆହତ, ୨ ଗୁରୁତର

ସମ୍ବଲପୁର: ସ୍ଥାନୀୟ ଚାଉରପୁର ଗାଁ ମୁଣ୍ଡ ସ୍ଥିତ ଏକ ଚା ଦୋକାନରେ ଆଜି ପୂର୍ବାହ୍ନରେ ଘଟିତ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ନିଆଁ ଲିଭାଇବାକୁ ଯାଇ ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇ ସ୍ଥାନୀୟ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେଠାରେ ଦୁଇଜଣଙ୍କ ଅବସ୍ଥା
Read More...

ତାରା ତାରିଣୀ ମନ୍ଦିର ତଳ ପାହାଡ଼ ଜଙ୍ଗଲରେ ଲାଗିଛି ନିଆଁ

ଗଞ୍ଜାମ: ତାରା ତାରିଣୀ ମନ୍ଦିର ତଳ ପାହାଡ଼ ଜଙ୍ଗଲରେ ବାହାର ଜିଲ୍ଲା ଏବଂ ନିଜ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତ ମାନେ ମା ତାରା ତାରିଣୀଙ୍କୁ ଦର୍ଶନ କରିବା ସହିତ ସେମାନଙ୍କ ପ୍ରଥମ ସନ୍ତାନଙ୍କର ଏହି ପୀଠରେ ଚୁଟି ମୁଣ୍ଡନ କରିଥାନ୍ତି । ତେବେ ସେମାନଙ୍କ ପାଇଁ ମନ୍ଦିର ପରିଚାଳନା
Read More...

ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା
Read More...

ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା। ପରୀକ୍ଷା ପାଇଁ ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ର‌ରେ ପ୍ରଶ୍ନପତ୍ର ପହଞ୍ଚିଥିଲା। କପି ରୋକିବାକୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୯ଟି ସିଟିଂରେ ଏପ୍ରିଲ ୫
Read More...

ବିକାଶ କଲେଜରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନର ବିଭିନ୍ନ ଶାଖାରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ବିକାଶ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ ର ନିର୍ଦ୍ଦେଶକ ଡି. ଶ୍ୟାମ ଓ ଡି. ରାମ କୁମାରଙ୍କ ପ୍ରତ୍ୟକ୍ଷ
Read More...

ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଟାଉନ୍‌ ହଲ୍‌ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେ୍ୱଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଆଶା କର୍ମୀ , ଅଙ୍ଗନ୍‌ୱାଡ଼ି କର୍ମୀ,
Read More...

ଅଲ ଇଣ୍ଡିଆ ଇଣ୍ଟର୍‌ ସାଇ କୁସ୍ତିରେ ବ୍ରୋଞ୍ଜ ବିଜୟୀ ବାପି ଦାସଙ୍କୁ ସମ୍ବର୍ଦ୍ଧିତ

ପୁରୀ : ହରିୟାଣାରେ ଅନୁଷ୍ଠିତ ଅଲ ଇଣ୍ଡିଆ ଇଣ୍ଟର୍‌ ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିବା ପୁରୀର ବାପି ଦାସଙ୍କୁ ଜାତୀୟ ବ୍ୟାୟାମ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ବାପି ତୃତୀୟ ସ୍ଥାନରେ ରହିଥିଲେ । ସେ ଆନ୍ତର୍ଜାତୀୟ କୋଚ ମନିଷା
Read More...