ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ଼. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି
Read More...

ପିକ୍‌ଅପ୍‌ ଭ୍ୟାନ ଓ ବାଇକ ମଧ୍ୟରେ ଧକ୍କା,ଚାଲିଗଲା ୨ ଭାଇର ଜୀବନ

ରାୟଗଡା: ରାୟଗଡା ଜିଲ୍ଳାରେ ଗତ କିଛି ମାସ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ଆଉ ଏହି ସଡକ ଦୁର୍ଘଟଣାରେ ଅକାଳରେ ଚାଲି ଯାଉଛି ଜୀବନ । ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଯାଇଛି ଦୁଇଟି ପରିବାରର ଦୁଇ ପୁତ୍ରଙ୍କ ଜୀବନ । ରାୟଗଡା ଜିଲ୍ଳା ଚାନ୍ଦିଲି
Read More...

୨୪ ପ୍ରହରୀ ଉପଲକ୍ଷେ କଳସ ଶୋଭାଯାତ୍ରା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଖପ୍ରାଖୋଲ ଗାଁରେ ୨୪ ପ୍ରହରୀ ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗାଁର ମହିଳାମାନେ ସରକାରୀ କଟାରୁ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଆଣି ମଣ୍ଡପରେ ସ୍ଥାପନ କରିଥିଲେ । ପଦ୍ମ ସିଂ ବରିହା ଓ ପତ୍ନୀ କର୍ପୁର ଦେବ ସିଂ
Read More...

ମହାଶିବରାତ୍ରୀ ଅବସରରେ ପଞ୍ଚରଥ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ଗତକାଲି ମହା ଶିବରାତ୍ରି ଅବସରରେ ସୋନପୁର ବସଷ୍ଟାଣ୍ଡ ସ୍ଥିତ ପଞ୍ଚରଥ ଶୈବ ପୀଠଠାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଭୀମଭୋଇ କଳାପରିଷଦର ମୁଖ୍ୟ ଉମେଶ କୁମ୍ଭାରଙ୍କ ତତ୍ୱାବଧାନରେ ପଶ୍ଚିମ ଓଡିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ନବୀନ କୁଅଁର, ଶତ୍ରୁଘ୍ନ
Read More...

ବେଲପଡା ଥାନାରେ ଆମ ପୁଲିସ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟଣାଗଡ଼: ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ପରିସରରେ ଆମ ପୁଲିସ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ଅଧକ୍ଷତାରେରେ ଅନୁଷ୍ଠିତ ଉକ୍ତ ବୈଠକରେ ଆମ ପୁଲିସର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଇ.ଆଇ.ସି ଅବଗତ କରିଥିଲେ । କେମିତି ଅଂଚଳରେ
Read More...

ଆରସ୍ମିନ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର

ଘୁ.ଉଦୟଗିରି:- ସ୍ଥାନୀୟ ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସବୁଜ ସୁନ୍ଦର ୫-ଟି ଆରାସ୍ମିନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଏମଡି ଜାମିଲଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀଙ୍କୁ ନେଇ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ମହାଶିବରାତ୍ରୀ ଉପଲକ୍ଷେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ କଲେ ଶିଳ୍ପୀ ମାନସ ସାହୁ

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମହାଶିବରାତ୍ରି ଉପଲକ୍ଷେ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଥିଲେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି । ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ
Read More...

ନବରଙ୍ଗପୁର ମହିଳା ସ୍ନାତକ ମହାବଦ୍ୟାଳୟରେ ଆଲୋଚନା ଚକ୍ର

ନବରଙ୍ଗପୁର: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ତରଫରୁ "ସ୍ୱାଧିନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ପଦଚିହ୍ନ' ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟର ଇତିହାସ ବିଭାଗର
Read More...

ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ୮ କୋଟି ୫୪ ଲକ୍ଷର ଏମଓୟୁ ସ୍ୱାକ୍ଷର

ଫୁଲବାଣୀ : ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ୮ କୋଟି ୫୪ ଲକ୍ଷର ଏମଓୟୁ ସ୍ୱାକ୍ଷର ହୋଇଛି । ଆରୋଗ୍ୟ ଯୋଜନାରେ ଏବଂ ଅନ୍ୟ ଏକ ଏମଓୟୁରେ ୧ କୋଟି ୭ ଲକ୍ଷ ବ୍ୟୟରେ ଜିଲ୍ଲାର ୪୭ ଟି ଅଙ୍ଗନବାଡି କେନ୍ଦ୍ରକୁ ସୋଲାର ପାଣି ପାଇପ ଓ ବିଜୁଳି ଯୋଗାଇବା ପାଇଁ ଖର୍ଚ୍ଚ କରିବେ ଜିଲ୍ଲା
Read More...

ମହା ଶିବରାତ୍ରିରେ ସାମୂହିକ ବ୍ରତପୋନୟନ

ସୁବର୍ଣ୍ଣପୁର : ପବିତ୍ର ମହାଶିବରାତ୍ରୀ ଅବସରରେ ସହରର ବହୁ ପ୍ରାଚୀନ ରାମେଶ୍ୱର ମନ୍ଦିର ପରିସରରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସାମୂହିକ ବ୍ରତପୋନୟନ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୪ବର୍ଷ ଧରି ଏଭଳି ମହତ କାର୍ଯ୍ୟକୁ ସୁରୁଖୁରୁରେ ଶ୍ରୀ ମଲ୍ଲିକ
Read More...