ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର
କଟକ : ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର । ଏନେଇ ବୁଧବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ୬ଶହ ଠିକା ଡାଟା!-->…
Read More...
Read More...