କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଛି ଏସ୍‌ଟିଏଫ୍‌ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକଠାରେ ୫ ଦିନ
Read More...

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ରକ୍ତଦାନ ଶିବିର

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହାୟତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଅନେକ ଛାତ୍ର ଛାତ୍ରୀ ପ୍ରଥମ କରି ରକ୍ତଦାନ କରି ବେଶ ଉତ୍ସାହିତ ଥିବା ବେଳେ ରକ୍ତ ଅନ୍ୟଙ୍କ
Read More...

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଥୁରିଆ ଗାଁ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପଥୁରିଆ ଗାଁର ୬୦ ବର୍ଷୀୟ ବୃଦ୍ଧ ଭୋଳେଶ୍ୱର ବେହେରା ଗତକାଲି ଭୋର ସମୟରେ ପୋଖରୀକୁ ଶୌଚ କରିବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ
Read More...

ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ଡ୍ରେସ କୋଡ଼ ବର୍ଜନ

ଫୁଲବାଣୀ :- ରାଜ୍ୟ ସରକାର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବିକୁ ଗ୍ରହଣ ନକରିଥିବାରୁ ଏହାର ପ୍ରତିବାଦରେ ସମଗ୍ର ରାଜ୍ୟରେ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଡ୍ରେସକୋଡ଼ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂଘର
Read More...

୧୪ ତମ ଆଦିବାସୀ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

ବାଲିଗୁଡା: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ଏକ ୨୦ ଜଣିଆ ଦଳ ମଧ୍ୟପ୍ରଦେଶର ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ବାଲିଗୁଡା ଟାଉନ ହଲ୍‌ ସଭାଗୃହ ଠାରେ ଏକ ଆଦିବାସୀ
Read More...

ବୌଦ୍ଧର ସୁନ୍ଦର ପ୍ରକାଶ ହେଲେ ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚର ରାଷ୍ଟ୍ରୀୟ ସମ୍ପାଦକ

ବୌଦ୍ଧ,୧୮/୩:- ବିଶିଷ୍ଟ ସାମାଜିକ ସଂଗଠନ ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚର ରାଷ୍ଟ୍ରୀୟ ସମ୍ପାଦକ ହେଲେ ମାରୱାଡ଼ି ଯୁବ ମଞ୍ଚ ବୌଦ୍ଧ ଶାଖାର ଚାଟାର୍ଡ ଆକାଉଣ୍ଟାଣ୍ଟ ସୁନ୍ଦର ପ୍ରକାଶ । ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେନ୍ଦ୍ର ଭଟ୍ଟର ସୁନ୍ଦର ପ୍ରକାଶଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ।
Read More...

ବୌଦ୍ଧର ସୁନ୍ଦର ପ୍ରକାଶ ହେଲେ ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚର ରାଷ୍ଟ୍ରୀୟ ସମ୍ପାଦକ

ବୌଦ୍ଧ,୧୮/୩:- ବିଶିଷ୍ଟ ସାମାଜିକ ସଂଗଠନ ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚର ରାଷ୍ଟ୍ରୀୟ ସମ୍ପାଦକ ହେଲେ ମାରୱାଡ଼ି ଯୁବ ମଞ୍ଚ ବୌଦ୍ଧ ଶାଖାର ଚାଟାର୍ଡ ଆକାଉଣ୍ଟାଣ୍ଟ ସୁନ୍ଦର ପ୍ରକାଶ । ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେନ୍ଦ୍ର ଭଟ୍ଟର ସୁନ୍ଦର ପ୍ରକାଶଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ।
Read More...

ଅଷ୍ଟ ପ୍ରହରୀ ବ୍ରହ୍ମ ନାମ ସହିତ ଉଦଯାପିତ ହେଲା ତୃତୀୟ ବିଶ୍ୱଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମର ଗୁହିରାଟିକିରାଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ବିଶ୍ୱଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା ଶୁକ୍ରବାର ଉଦଯାପିତ ହୋଇଯାଇଛି । ବୁଧବାର କଳସ ଶୋଭାଯାତ୍ରା, ଗୁରୁବାର ଅଲେଖ ବ୍ରହ୍ମ ନାମ ଏବଂ ଶୁକ୍ରବାର ବ୍ରହ୍ମଧ୍ୱନିର
Read More...

ମାନବାଧିକାର ମିସନ ମାଧ୍ୟମରେ କନ୍ଧମାଳ ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍‌ ଶୁଣାଣି ସଫଳ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା ତରଫରୁ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘର କର୍ମକର୍ତ୍ତା ବରିଷ୍ଠ ହୋମଗାର୍ଡ ମଞ୍ଜୁଳା ନାୟକ ଏବଂ କିଛି ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କୁ ନେଇ ହାଇକୋର୍ଟରେ
Read More...

ଖଡ଼ିଆଳ ବ୍ଲକରେ କ୍ଷତିଗ୍ରସ୍ତ ହେଉଛନ୍ତି ଚିନାବାଦାମ ଚାଷୀ

ନୂଆପଡା: ଚିନାବାଦାମ ଏକ ଲାଭଜନକ ଚାଷ, ଖାଇବା ପାଇଁ ସ୍ୱାଦିଷ୍ଟ ଲାଗୁଥିବାରୁ ଏହାର ବଜାର ଚାହିଦା ମଧ୍ୟ ବେଶୀ । କିନ୍ତୁ ଏହି ଚାଷ କରି ଏବର୍ଷ କ୍ଷତି ସହିଥିବାର ଅଭିଯୋଗ କରିଛନ୍ତି ଖଡ଼ିଆଳ ବ୍ଲକର ଚାଷୀ । ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମରେ ଚିନାବାଦାମ ଚାଷ କରାଯାଏ । ବିଶେଷ କରି ନଦୀକୁଳ
Read More...