ଆଜି ଶ୍ରୀମନ୍ଦିରରେ ଖସାପଡା ନୀତି, ସଂଧ୍ୟା ୫ଟାରୁ ୧୦ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପାଳନ ହୁଏ ବାର ମାସରେ ୧୩ ପର୍ବ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭିତରେ
Read More...

ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସାମୁଏଲ୍‌ ଦାନି, ସିନାପାଲି
Read More...

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରିଷଦ ପରାମର୍ଶଦାତା ବୈଠକ

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଚଳାନପଡା ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସାମାଜ ଗୃହ ପରିସର ମଧ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପରିଷଦ ଓ ପରାମର୍ଶଦାତା ବୈଠକ କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଗଠକ ପରମେଶ୍ୱର ବାରିକ
Read More...

କନ୍ଧମାଳ ସାମ୍ବାଦିକ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ: ଅଶୋକ ସଭାପତି, ଅସିତ ସମ୍ପାଦକ

ଫୁଲବାଣୀ/ବାଲିଗୁଡା : ରବିବାର ଦିନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକ ବିଜୁ କଲ୍ୟାଣ ମଣ୍ଡପ ଫିରିଙ୍ଗିଆଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ
Read More...

୨ ହାଇୱାକୁ ଲକ୍ଷାଧିକ ଟଙ୍କାର ଜୋରିମାନା

ହରଭଙ୍ଗା : ବୌଦ୍ଧ ଆରଟିଓ ପକ୍ଷରୁ ରବିବାର ଦିନ ୨ଟି ବାଲି ବୋଝେଇ ହାଇୱାକୁ ଅଟକାଇ ବାଲି ଓଭରଲୋଡିଂ ନେଇ ଜୋରିମାନା ପକାଇ ଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ମହାନଦୀ ଘାଟରୁ (ଓଡି ୧୨ ଡି ୭୨୩୧) ଅନ୍ୟଟି (ଓଡି ୧୨ଏ ୮୯୭୨) ନାମକ ଦୁଇଟି ହାଇୱାରେ ଫୁଲବାଣୀକୁ ବାଲି ନେଇ ଯାଉଥିବା ସମୟରେ
Read More...

ବିଚ୍‌ ବଜାରରେ ଗଞ୍ଜେଇ ଭର୍ତ୍ତି କାରକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍‌ ,ଜଣେ ମାଫିଆ ଗିରଫ

ବାଲିଗୁଡ଼ା: ବିଚ୍‌ ବଜାରରେ ଗଞ୍ଜେଇ ଭର୍ତ୍ତି କାରକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍‌ । ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଥିବା ବେଳେ ଜଣେ ମାଫିଆକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍‌ । ଏଭଳି ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ।
Read More...

କୁମ୍ବିଂ ଅପରେସନ ବେଳେ ଦେଶୀ ବନ୍ଧୁକ ସହ ୧୧ ଜଣ ଅଟକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍‌ ଅନ୍ତର୍ଗତ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ ସିଆରପିଏଫ୍‌ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବାବେଳେ ସନ୍ଦେହଜନକ ଭାବେ ୧୧ଜଣଙ୍କୁ ସିଆରପିଏଫ୍‌ ଯବାନ କାବୁ କରିଥିବା ଜଣାପଡ଼ିଛି । ସେମାନଙ୍କ ନିକଟରୁ ୪ଟି ଦେଶୀବନ୍ଧୁକ,୩ଟି
Read More...

ବଡଦାଣ୍ଡରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣା, ୬ ଗିରଫ

ପୁରୀ : ପୁରୀ ମାର୍କେଟ ଛକରେ ତିନିଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣାରେ ୬ଜଣ ଗିରଫ ହୋଇଥିବା ଜଣାପଡିଛି । ଉଭୟ ଗୋଷ୍ଠୀର ଏତଲାକୁ ଆଧାର କରି ୯ ଜଣଙ୍କ ନାଁ ରେ ମାମଲା ରୁଜୁ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ତିନିଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୬
Read More...

ବଡ ଦାଣ୍ଡରେ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ୩ ଆହତ

ପୁରୀ:ପୁରୀରେ ପୁଣି ଅପରାଧୀଙ୍କ ଖୁଲମ୍‌ ଖୁଲା ଆତଙ୍କରାଜ । ବଡ ଦାଣ୍ଡରେ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଆଜି ସକାଳୁ ବଡଦାଣ୍ଡର ମାର୍କେଟ ଛକରେ ଘଟିଛି ଏହି ଭୟଙ୍କର ଛାତି ଥରା ଘଟଣା । ଦୁର୍ବୃତ୍ତଙ୍କ ଖଣ୍ଡା ଛୋଟରେ ଆହତ ହୋଇଛନ୍ତି ୩ ଜଣ । ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Read More...

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ ତଥା ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...