ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଂଟ କରିବ ନିପ୍ପନ, ୩୦ ମିଲିୟନ ଟନ୍‌ ଉତ୍ପାଦନ କ୍ଷମତା

ଭୁବନେଶ୍ୱର:- ଓଡ଼ିଶାରେ ନିପ୍ପନ କରିବ ସର୍ବବୃହତ ଷ୍ଟିଲ ପ୍ଲାଂଟ । ଓଡିଶାରେ ୩୦ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲ୍‌ ପ୍ଲାଂଟ କରିବ ନିପ୍ପନ । ଆଜି ନିପନ ଷ୍ଟିଲ କର୍ପୋରେସନର ମୁଖ୍ୟ ଇଜି ହାସିମୋତୋଙ୍କ ସହ ସାକ୍ଷାତ ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବର୍ତମାନ…
Read More...

୭ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଅନୁଦାନ ରାଶି ପାଇଁ ତହସିଲଙ୍କ ଦ୍ୱାରସ୍ଥ ହେଲେ ଚାଷୀନେତା

ହରଭଙ୍ଗା :୨୦୧୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକରେ ହୋଇଥିବା ବିଭିନ୍ମ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମଂଜୁର ହୋଇଥିବା ପ୍ରାୟ ୬୮ଲକ୍ଷ ଟଙ୍କା ଚାଷୀଙ୍କୁ ନ ଦେଇ ବ୍ୟାଙ୍କରେ ପଡି ରହିଛି । କିସାନ ସଙ୍ଘର ବାରମ୍ବାର ଦାବିକୁ ଉପେକ୍ଷା କରାଯାଇଛି । ଏପରିକି ସଙ୍ଘ ଚାଷୀ ମାନଙ୍କଠୁ…
Read More...

ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବାକୁ ଦାବି

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ରେ ଜନ ଶକ୍ତି ଅଭିଯାନ ପକ୍ଷରୁ ଆବାହକ ପ୍ରଫୁଲ୍ଲ ସାମନ୍ତରା ଏକ ସମ୍ବାଦିକ ସମ୍ମିଳନୀରେ ସୁନାବେଡା ଅଭୟାରଣ୍ୟର ସମସ୍ୟା ସାଙ୍ଗକୁ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପରରିକ ଜଂଗଦ୍ଭ ଅଧିକାର ଆଇନ ଭୁକ୍ତ କରିବାକୁ ଦାବି କରିଛନ୍ତି ।…
Read More...

ପତ୍ନୀ ସୀତା,ଅନୁଜ ଲକ୍ଷ୍ମଣଙ୍କ ସହ ଶ୍ରୀରାମଙ୍କ ବନବାସ

ଓଡ଼ଗାଁ : ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ଶ୍ରୀରାମନବମୀ ଯାତ୍ରାର ମଙ୍ଗଳବାର ଥିଲା ଷଷ୍ଠ ସନ୍ଧ୍ୟା । ସନ୍ଧ୍ୟା ବେଶ ଦର୍ଶନରେ ପ୍ରଭୁଙ୍କୁ ସପତ୍ନୀକ ଅନୁଜ ଲକ୍ଷ୍ମଣଙ୍କ ସହିତ ବନଗମନ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଦଶରଥଙ୍କ ଆଜ୍ଞାନୁସାରେ ରାଜାଭିଷେକର ଅବ୍ୟବହିତ ପୂର୍ବରୁ ସତ୍ୟ,…
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ଠାରେ ଆଜି ମଙ୍ଗଳବାର ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହୋଇଛି । ଏହି ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆଙ୍କ ଅଧକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ ଟ୍ରାଫିକ ନିୟମ,…
Read More...

ପୁରୀରେ ପହଞ୍ଚିଲା ଇଭିଏମ

ପୁରୀ: ପୁରୀରେ ପହଞ୍ଚିଲା ଇଭିଏମ । ହାଇଦ୍ରାବାଦରୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ୬ଟି ଟ୍ରକରେ ଆସିଛି ଏହି ଇଭିଏମ । ଏଥିରେ ୬୩୦ଟି ଟ୍ରଙ୍କରେ ଆସିଛି ୮୨୦୦ ଇଭିଏମ ମେସିନ । ଯେଉଁଥିରେ ବାଲଟ ୟୁନିଟ ୪୧୦୦ ଓ କଣ୍ଟ୍ରୋଲ ୟୁନିଟ ୪୧୦୦ ରହିଛି । ଆଉ ଏହାକୁ ପୁରୀ ତାଳବଣିଆ ଅଂଚଳରେ ଥିବା…
Read More...

କାଦପଡା ରାମଲୀଳା ଯାତ୍ରା; ସୀତାଚୋରି ଓ ବାଳୀ ବଧ ମଞ୍ଚସ୍ଥ

କିଆକଟା: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାମଲୀଳା ଯାତ୍ରା ଧୂମଧାମରେ ଚାଲିଛି । ଗତକାଲି ପଞ୍ଚମ ସଂଧ୍ୟାରେ ରାଘୁନାଥ ଜୀଉ ନାଟ୍ୟ ସଂସଦର ଛୋଟବଡ କଳାକାରମାନଙ୍କୁ ନେଇ ସୀତାଚୋରି ଓ ବାଳୀବଧ ନାଟକ ମଞ୍ଚସ୍ଥ ହୋଇଯାଇଛି ।…
Read More...

ଶିକାର କରିବାରେ ମାତିଛି ବାଘ ; ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକାର କରିବାରେ ମାତିଛି ବାଘ । ଗୋଟିକ ପରେ ଗୋଟିଏ ବାଛୁରୀ କରୁଛି ଶିକାର । ଗୁହାଳେ ରଖେଇ ଦେଉନି ବାଛୁରୀ । ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଘ ଟାର୍ଗେଟରେ ବାଛୁରୀ ଗତକାଲି ରାତିରେ…
Read More...

ଟିଡିସିସି ଉପାଧ୍ୟକ୍ଷ ହେଲେ କନ୍ଧମାଳର ଦିଲ୍ଲୀପ ପ୍ରଧାନ

ଫୁଲବାଣୀ/ବାଲିଗୁଡା: ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ନିର୍ବାଚନରେ କନ୍ଧମାଳର ଦିଲ୍ଲୀପ ପ୍ରଧାନ…
Read More...

ବିକାଶ ଫାଉଣ୍ଡେସନ ପକ୍ଷରୁ ପଡିଆବାହାଲରେ ମେଗା ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର: ସ୍ଥାନୀୟ ପଡିଆବାହାଲ ପ୍ରାଙ୍ଗଣରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିକାଶ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ଅସ୍ଥିଶଲ୍ୟ, ଭେଷଜ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ନିଦାନ ଓ ଚିକିତ୍ସା ସେବା ପ୍ରଦାନ କରାଯାଇଛି । ଏହା…
Read More...