ଧର୍ମଗଡ଼ରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅବସ୍ଥାରେ ନାହିଁ । ଏକ ମାତ୍ର ବିଶ୍ୱବିଦ୍ୟାଳୟ ଥିବା ସହିତ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ ନାହିଁ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ଠାରେ ପୂର୍ଣ୍ଣ ସରକାରୀ…
Read More...

ହରଭଙ୍ଗା ସେବା ସମବାୟରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସୁମଞ୍ଜିଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ କେନ୍ଦ୍ର…
Read More...

ଖରିଆର ରୋଡରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ

ନୂଆପଡା : ନୂଆପଡା ଜିଲ୍ଲାର ଖରିଆର ରୋଡଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ହିନ୍ଦୁ ନବ ବର୍ଷ ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର ନୂଆପଡା ଜିଲ୍ଲା ଆସି ଗୁରୁକୁଳ ଆଶ୍ରମ ଆମସେନାରେ ଯୋଗ ଦେଇ ନବ ବର୍ଷ ପାଳନ ଉତ୍ସବରେ ଯୋଗ ଦେଇଥିଲେ ।…
Read More...

ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ କଲେ ଅଂଶ ଗ୍ରହଣ

ପାରଳାଖେମୁଣ୍ଡି : ଭୁବନେଶ୍ୱରରେ ଚାଲିଥିବା ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ଼ର ୨୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ମୋହନା ବ୍ଳକର ଶିକୁଳିପଦର ସ୍କୁଲ, ସେଞ୍ଚୁରିୟାନ କଲେଜର ଜଣେ, ଆର ଉଦୟଗିରି ବ୍ଳକର ଡେନ୍‌ ଭାଲିଆ ସାହି…
Read More...

ମୋହନାରେ ପୁଣି ଜନନୀ ଯନ୍ତ୍ରଣା

ପାରଳାଖେମୁଣ୍ଡି: ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ପହଞ୍ଚିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କର୍‌ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ ।ଗାଁର ମୁନା ଶବରଙ୍କ ସ୍ତ୍ରୀ ସୁନିତା…
Read More...

ଦୀର୍ଘ ବର୍ଷ ବ୍ୟବଧାନ ପରେ ଖୋଲିଲା ମଧୁସୂଦନ ପାର୍କ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସହର ମଧ୍ୟରେ ଅବସ୍ଥିତ ମଧୁସୂଦନ ପାର୍କ (ଶିଶୁ ଉଦ୍ୟାନ) ଦୀର୍ଘ ବର୍ଷ ବ୍ୟବଧାନ ପରେ ଆଜି ଖୋଲିଲା । କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନୁରୋଧ କ୍ରମେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଏହି ପାର୍କ ଖୋଲିବା ପାଇଁ ଦୃଢ…
Read More...

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପତ୍ତକାଳୀନ ବିଭାଗର ଡେପୁଟି କଲେକ୍ଟର ତଥା ଭାରତୀୟ ରେଡକ୍ରସ…
Read More...

ବାଲୁକା କଳା ମାଧ୍ୟମରେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା

ପୁରୀ : ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ଟିବି ତଥା ଯକ୍ଷ୍ମା ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୪ ରେ ପାଳନ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଚିତ୍ର…
Read More...

ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ପୁରୀ :ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ୱାଶିଂ ଲାଇନର ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଘଟିଛି ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ୱାଶିଂ ଲାଇନର ୨୪, ୨୫ ନମ୍ବରରେ ଥିବା ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଘଟିଛି ଅଗ୍ନିକାଣ୍ଡ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳ କର୍ମଚାରୀ ମାନେ…
Read More...

ଦଶପଲ୍ଲା ପିଙ୍କି ଛକରୁ ଉଦ୍ଧାର ହେଲା ହରିଣ

ଦଶପଲ୍ଲା : - ଦଶପଲ୍ଲା ଏନଏସି ଅନ୍ତର୍ଗତ ୫ନମ୍ବର ୱାର୍ଡର ପିଙ୍କି ଛକ ନିକଟରୁ ଗୁରୁବାର ଦିନ ସନ୍ଧ୍ୟା ୮ ଟା ସମୟରେ ଏକ ହରିଣ ଛୁଆ ଉଦ୍ଧାର ହୋଇଛି । ହରଣଟି ଜଙ୍ଗଲରୁ ସହର ଅଭିମୁଖେ ମାଡି ଆସୁଥିଲା ବେଳେ କୁକୁର ପଲ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ବନବିଭାଗକୁ ଖବର ଦେବା ପରେ…
Read More...