ଘାଟି ମୁଣ୍ଡିଆଣୀ ଦେବୀଙ୍କ ବାର୍ଷିକ ମାଘ ମଣ୍ଡେଇ ଯାତ୍ରା

କୋକସରା : ପ୍ରାଚୀନ କାଳରୁ କଳାହାଣ୍ଡି ଭୂଖଣ୍ଡ ତାର ନିଆରା ଧର୍ମଧାରା ସହ ଉନ୍ନତ କଲା ସଂସ୍କୃତି ପାଇଁ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ । ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ଦେବାଦେବୀ ପ୍ରାଚୀନ ପରମ୍ପରା ଅନୁକ୍ରମେ ଉପାସିତ ହେବା ସହ ସେମାନଙ୍କ ଯାତ୍ରା /ପର୍ବ ଅନୁଷ୍ଠିତ ହୋଇଥାଏ ।
Read More...

ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରୁ ବୁଧବାର ପୁଣି ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଂଜେଇ ଜବତ ହୋଇଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୋଚ୍ଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ ଗୋଛାପଡା ଥାନା ଅନ୍ତର୍ଗତ ପଲ୍ଲା ବୁରୁଡି ପଂଚାୟତ
Read More...

ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍‌ ; ଜଣେ ଗିରଫ,୬୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍‌ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀ ଗିରଫ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍‌ ଇନ୍ସପେକ୍ଟର ଆସୁତୋଷ ପାଇକରାୟ ନିଜ ଟିମ୍‌ ସହ ପେଟ୍ରୋଲିଂ କରୁଥିବା ସମୟରେ ଲଣ୍ଡା ଗାଁ
Read More...

ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ୪ନଂ ୱାର୍ଡର ଗୋଇବନ୍ଧା ଡ୍ୟାମ୍‌ ନିକଟରେ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ଚକ୍ରମଣୀ କହଁରଙ୍କ ଦ୍ୱାରା ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଥିବା ବେଳେ
Read More...

ଟ୍ରକ ଟର୍ମିନାଲରେ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ

କଟକ: କଟକ ଜଗତପୁର ଟ୍ରକ ଟର୍ମିନାଲରେ ଜଣେ ମହିଳାଙ୍କ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ମହିଳା ଜଣକ ହେଉଛନ୍ତି ୫୨ ବର୍ଷିୟ କୁନି ସାହୁ। ସେ ସ୍ଥାନୀୟ ଅଞ୍ଚଳରେ ଭଡାରେ ରହୁଥିଲେ ଓ ଟ୍ରକ ଟର୍ମିନାଲରେ ଥିବା ଦୋକାନରେ ବସାଉଠା କରୁଥିଲେ। ତେବେ ଗତକାଲି ସେ ଘରକୁ ନ ଫେରିବାରୁ ପରିବାର ଲୋକ ଥାନାରେ
Read More...

୧୦ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ବର : ରାଷ୍ଟ୍ରପତି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ରୁ ଅଧିକ ଅଫିସର । ସାଧା ପୋଷାକଧାରୀ ପୋଲିସ ଓ ରୁଫଟପ୍ ସୁରକ୍ଷାକର୍ମୀ ମୁତୟନ କରାଯିବ । ଦିନ ୧ଟା ବେଳେ ଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ ।
Read More...

ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଆଜି ୪ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

ପୁରୀ : ଆଜି ଫାଲଗୁନ-କୃଷ୍ଣ ତୃତୀୟା ତିଥି । ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀ ମନ୍ଦିର ପ୍ରଶାସନ
Read More...

ବଢ଼ିଲା ରେପୋ ରେଟ୍, ପୁଣି ବଢିବ ଇଏମଆଇ ସୁଧ ହାର

ନୂଆଦିଲ୍ଲୀ: ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ରେପୋ ରେଟ ବଢିବା ଯୋଗୁଁ ହୋମ,
Read More...

ବ୍ରାଉନସୁଗାର ଜବତ, ପୁଣି ଜଣେ ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବଳଙ୍ଗା ଥାନା ଅଧୀନ ଭାଣପୁର ଗ୍ରାମର
Read More...

ପୁରୀ ଜିଲ୍ଲାସ୍ତରୀୟ ୪ଦିନିଆ କୃଷି ଯନ୍ତ୍ରପାତି ମହୋତ୍ସବ ଉଦଘାଟିତ

ପୁରୀ : ପୁରୀ ଶରଧାବାଲି ଠାରେ ୪ ଦିନିଆ ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୃଷି ଓ କୃଷକର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । କର୍ଣ୍ଣାଟକ ପରେ
Read More...