ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ଆଜି ସକାଳେ ଭୁବନେଶ୍ୱରର ବିମାନବନ୍ଦରରେ ପିଣ୍ଟୁ ନନ୍ଦ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀକୁ ନିଆଯାଇଛି। ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ(ILBS)
Read More...

ଭୟଙ୍କର ଭୂକଂପ, ମୃତ୍ୟୁସଂଖ୍ୟା ୪ହଜାର ଟପିଲା

ନୂଆଦିଲ୍ଲୀ: ତୁର୍କୀରେ ତାଣ୍ଡବ ରଚିଲା ପ୍ରକୃତି । ୨୪ ଘଣ୍ଟା ମଧ୍ୟରେ ତିନି ତିନିଟି ଭୂମିକମ୍ପରେ ଥରହର ହେଲା ତୁର୍କୀ। ଗତକାଲି ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏଯାଏଁ  ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି
Read More...

ସ୍ୱର୍ଗତ ଅଟଳ ପଣ୍ଡାଙ୍କ ସ୍ମୃତିରେ କୋସଲି/ସମ୍ୱଲପୁରୀ ଭାଷାକୁ ସମର୍ପିତ ହେବ ଏବର୍ଷର ରାଷ୍ଟ୍ରୀୟ ନାଟମେଲା

ସୁବର୍ଣ୍ଣପୁର:ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ଅନୁଷ୍ଠାନ ନାଟ୍‌ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ରାଷ୍ଟ୍ରୀୟ ନାଟ୍‌ ମେଲା ୨୦୨୩ ଆୟୋଜିତ ହେବ । ଫେବୃୟାରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ସ୍ଥାନୀୟ ଭୀମଭୋଇ କଳାମଣ୍ଡପ ଠାରେ ଏହି
Read More...

ଭିନ୍ନ ଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ବଡବଜ଼ାର ପାଖରୁ ଏକ ବ୍ୟକ୍ତି ଯାହାଙ୍କ ନାମ ମିଲନ ନାଏକ(୩୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୫୮ ଗ୍ରାମ ହେରୋଇନ
Read More...

ପୁରୀ ଜିଲ୍ଲାପାଳ ଅଫିସ୍‌ ଘେରିଲେ ଉଠା ଦୋକାନୀ

ପୁରୀ : ପୁରୀ ଜିଲ୍ଲାପାଳ ଅଫିସ୍‌ ଘେରିଲେ ଉଠା ଦୋକାନୀ । ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ ଦାବି ନେଇ ଜିଲ୍ଲାପାଳଙ୍କୁ ଉଠା ଦୋକାନୀ ମାନେ ଦେଇଛନ୍ତି ଦାବିପତ୍ର । ସେପଟେ ଉଠା ଦୋକାନୀଙ୍କ ସମର୍ଥନରେ ବାହାରିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ପୁରୀ ରେଲୱେ ଷ୍ଟେସନକୁ ବିଶ୍ୱସ୍ତରୀୟ
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ପାରଳାଖେମୁଣ୍ଡି : ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ରୃତା, ନିବନ୍ଧ ଲିଖନ, ଚିତ୍ରାଙ୍କନ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବଂଶ ଧାରା ନାଗାବଳୀ ଅବବାହିକା ପାରଳାଖେମୁଣ୍ଡିଙ୍କ
Read More...

ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ଜିଲ୍ଲା ଯୁବ ସଂସଦ କାର୍ଯ୍ୟକ୍ରମ

ବୌଦ୍ଧ/ଜହ୍ନ ।ପଙ୍କ,୬/୨:- ବୌଦ୍ଧ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲା ଯୁବ ସାଂସଦ କାର୍ଯ୍ୟକ୍ରମ ପ ।ଲଝାର ସ୍ଥିତ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ରାସ୍ତା ସମସ୍ୟା ନେଇ ତହସିଲଦାର ଓ ପୋଲିସକୁ ସ୍ଥାନୀୟ ବାସିନ୍ଦାଙ୍କ ଲିଖିତ ଅଭିଯୋଗ

ହରଭଙ୍ଗା,୬/୨- ବୌଦ୍ଧ ଜିଲ୍ଲା ପୁରୁଣାକଟକ - ଧଳପୁର ପୂର୍ତ୍ତରାସ୍ତାର ଏମଇ ସ୍କୁଲ ଛକ ରାସ୍ତା ଦୀର୍ଘଦିନ ହେଲା ଅଧପନ୍ତରିଆ ଭାବେ ପଡି ରହିଥିବାରୁ ବିଶେଷକରି ତିଲେଶ୍ୱର, ଧଳପୁର, ରାମଗଡ଼ ଭଳି ୩ ଟି ପଞ୍ଚାୟତର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବିଭାଗୀୟ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀକକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ
Read More...

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଏସଡିପିଓଙ୍କ ଅଫିସ ଘେରିଲା ବିଜେପି

ପାଟଣାଗଡ଼: ପାଟଣାଗଡ଼ ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବାକୁ ନେଇ ପାଟଣାଗଡ଼ ବିଜେପି ପକ୍ଷରୁ ସୋମବାର ଏସଡିପିଓ ଅଫିସ ଘେରାଉ କରାଯାଇଛି । ପାଟଣାଗଡ଼ ସହର ବ୍ୟତୀତ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଫଳରେ ସହର ସମେତ ଆଖପାଖ
Read More...