ଜାମୁଝରିରେ ନିର୍ମାଣ ହେବ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍ ଜେଲ
ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍ ଜେଲ ନିର୍ମାଣ ହେବ। ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍ ସେଠାକୁ ସ୍ଥାନାନ୍ତରିତ ହେବ। ଏହି ଜେଲ୍ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ। ଏହି ସ୍ୱତନ୍ତ୍ର ଜେଲ୍ରେ ୨୫୦୦ କଏଦୀ ରହିପାରିବେ। ୫୦ ଏକର୍ ଜାଗାରେ!-->…
Read More...
Read More...