ଚାଷୀମାନଙ୍କର ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ
ସୁବର୍ଣ୍ଣପୁର: ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ବିଗତ ୧୨ ବର୍ଷ ଧରି ଚାଷୀ ଓ ଚାଷର ବିକାଶ ପାଇଁ ଲଢେଇ ଜାରି ରହିଛି । ପ୍ରଥମତଃ ଚାଷୀମାନଙ୍କର ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ଚାଷୀ ସୁରକ୍ଷା ଭତ୍ତା ସହିତ ଆଞ୍ଚଳିକ ସମସ୍ୟା ଦାବି ସମୂହ!-->…
Read More...
Read More...