ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍ଘାଟିତ
ପୁରୀ : ସତ୍ୟବାଦୀର କଳା ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍ଘାଟିତ ହୋଇ ଯାଇଛି । ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ବେଶ୍ ଆଡମ୍ବରରେ ପାଳନ ହେଉଚି । ପୁରା ସାକ୍ଷୀଗୋପାଳ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ।!-->…
Read More...
Read More...