ନନ୍ଦାହାଣ୍ଡିରେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ସଦାଶିବ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ପୁରୁଷ ହକି ବିଶ୍ୱକପ ନିମନ୍ତେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ବୃଦ୍ଧି ନିମନ୍ତେ…
Read More...

୨୦୨୩ ରେ ଅନୁଭୂତ ହେଉଛି ୨୦୨୪ ତାତି

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗାଁଠୁ ସହର ସର୍ବତ୍ର ଝୁଲୁଛି ନବ ବର୍ଷର ଅଭିନନ୍ଦନ ଭରା ପୋଷ୍ଟର ଓ ବ୍ୟାନର । ବିଭିନ୍ନ ରାଜନୈତିକ ଦଳର ସଂକେତରେ ଶୋଭା ପାଉଥିବା ଏ ସବୁକୁ ଦେଖିଲେ, ଯେ କେହି ଏଥିରୁ ପାଇପାରିବ ରାଜନୀତିର ବାସ୍ନା । ୨୦୨୪ ରେ ସାଧାରଣ ନିର୍ବାଚନ ହେବାକୁ…
Read More...

ସୁନାବେଶରେ ଦର୍ଶନ ଦେଲେ ନୀଳମାଧବ

କଣ୍ଟିଲୋ : - ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠରେ ଆଜି ପୌଷ ପୂର୍ଣ୍ଣିମା ତିଥିରେ ନୀଳମାଧବଙ୍କ ପୁଷ୍ୟାଭିଷେକ ଓ ସୁନାବେଶ ନୀତି ଅନୁଷ୍ଠିତ ହୋଇଛି ବୋଲି ମନ୍ଦିର ପ୍ରଶାସନ ତରଫରୁ ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି । ଗତକାଲି ୫ ତାରିଖ ଗୁରୁବାର ଅଧିବାସ ସହ ୬…
Read More...

ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ,ପୂର୍ବତନ ଅଧ୍ୟକ୍ଷଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ

ବାଲିଗୁଡ଼ା: ଅଶାନ୍ତ ମହାବିଦ୍ୟାଳୟ ପରିସର । ପୂର୍ବତନ ଅଧ୍ୟକ୍ଷଙ୍କୁ ପୁନଃ ଦାୟିତ୍ୱ ଦେବା ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରଖିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଡିଗ୍ରୀ ମହାବିଦ୍ୟାଳୟରେ । ସୂଚନା ପ୍ରକାରେ ନେତାଜୀ…
Read More...

ଦ୍ୱିତୀୟ ସହିଦ ସ୍ମାରକୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ପୋଲିସ ରିଜର୍ଭ ପଡିଆ ପରିସରରେ ଦ୍ୱିତୀୟ ସହିଦ ସ୍ମାରକୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଲିତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଫୁଲବାଣୀ ଫୁଟବଲ ଆସୋସିଏଶନ…
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କାରେ ଯୁବକ ମୃତ

ପାଟଣାଗଡ଼ : ଗତକାଲି ସନ୍ଧ୍ୟା ସାଢେ ୭ ଘଣ୍ଟା ସମୟରେ କୁତମୁଣ୍ଡା ସ୍ଥିତ ଏକ ନର୍ସରୁ ଭୋଜିଭାତ କରି ଫେରୁଥିବା ସମୟରେ ସମଲେଶ୍ୱର ଛକ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପାଟଣାଗଡ଼ ଥାନା ଅନ୍ତର୍ଗତ ଚକାମାଲ ଗ୍ରାମର କେଶବ ବିଶି (୨୩)…
Read More...

ମାର୍ଲାଙ୍ଗା ଗ୍ରାମ ପଞ୍ଚାୟତରେ ଉତ୍କଟ ଜଳ ସଂକଟ , ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ…

ବାଲିଗୁଡ଼ା: ଟୋପେ ବିଶୁଦ୍ଧ ପିଇବା ପାଣି ପାଇଁ ଡହଳ ବିକଳ ଅଞ୍ଚଳବାସୀ । ଗାଁ ରେ ଅଛି ଗୋଟିଏ ନଳକୂପ । ହେଲେ ସେଥିରୁ ବାହାରୁଛି ଦୂଷିତ ପାଣି । ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସୁଧୁରୁନି । ଏଭଳି ଅଭିଯୋଗ ଆସିଛି…
Read More...

ରାସ୍ତା ପ୍ରଶସ୍ତିକରଣ ପାଇଁ ଘରଭଙ୍ଗା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ,୫/୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକରେ ରାସ୍ତାପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନ ବଜାର ଭଙ୍ଗାଯିବା ପାଇଁ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ପ୍ରତିବାଦ କରି ସ୍ଥାନୀୟ ବ୍ୟବସାୟୀମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ…
Read More...

୮ମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୂହିକ କ୍ରୀଡା ପ୍ରତିଯୋଗିତା

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ଥିବା ଶ୍ରୀଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୮ମ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୂହିକ କୀଡା ପ୍ରତିଯୋଗିତା -୨୦୨୨-୨୩ ଆଜି ଶୁଭ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି…
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ

ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଆଲୁକୁଲ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଗତ ଦୁଇଦିନ ଧରି ଏହି ଉତ୍ସବ ଆୟୋଜିତ ହୋଇଥିଲା । ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...