ଆଦିବାସୀଙ୍କ ନିଆରା ଟୋକିମରା ପର୍ବ, ଧାଙ୍ଗରି ଦୁଲା ସହ ସମାପନ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗମ୍ଭୀଗୁଡା ପଞ୍ଚାୟତର ଓଲମା ଗ୍ରାମରେ ରବିବାର ଆଦିବାସୀଙ୍କ କୃଷି ଭିତ୍ତିକ ତଥା ବିଶ୍ୱାସର ପର୍ବ 'ଟୋକିମରା' ପର୍ବ ପାଳିତ ହୋଇଛି । ଶନିବାର ସନ୍ଧ୍ୟାରେ କଦଳୀ ଘରା ମସ୍ତକ ମୁଣ୍ଡନ ହୋଇଥିବାବେଳେ ନିସି ରାତିରେ କଳସ ଯାତ୍ରା ହୋଇ ପୁଜାପାଠ!-->…
Read More...
Read More...