ହକି ବିଶ୍ୱକପ:୧୮ ଜଣିଆ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ: ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ ଡ୍ରାଗ୍ଫ୍ଲିକର ହରମନପ୍ରୀତ ସିଂହ। ସେହିପରି ତାଙ୍କ ଡେପୁଟି ଭାବେ ବିଶ୍ୱକପରେ କମାଣ ସମ୍ଭାଳିବେ!-->…
Read More...
Read More...