ଗଜପତି ଉତ୍ସବ-୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି : ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇସାରିଛି । ସ୍ମରଣିକା ଉପଯୋଗୀ ଗଜପତିର ସାରସ୍ୱତ, ସାଂସ୍କୃତିକ,ଐତିହ୍ୟ,ଶିଳ୍ପ,କଳା, ଭାସ୍କଯ୍ୟ, ଲୋକ କଥା, ଲୋକ ନୃତ୍ୟ!-->…
Read More...
Read More...