ଅପରେସନ୍ ନୀଳ ଜହର; ପୁଣି ନଷ୍ଟ ହେଲା ବେଆଇନ୍ ଗଞ୍ଜେଇ ଗଛ
ବାଲିଗୁଡ଼ା: ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍ । ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ନଷ୍ଟ ହେଲା ୧୧ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ୧୧୫ ଏକର ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ବାଡ଼କୁ ନଷ୍ଟ କରିଛି ପୋଲିସ୍ ଓ ଅବକାରୀ!-->…
Read More...
Read More...