ଅମଲାଙ୍କ ମିଶନ ୪୨୦୦, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ବଲାଙ୍ଗିର : ସବୁ ବର୍ଗର କର୍ମଚାରୀଙ୍କ ଦରମା ବଢିଲା । କିନ୍ତୁ ଜିଲ୍ଲା ଅମଲାଙ୍କ ଦରମା ବଢି ନାହିଁ ।ଯଦିଓ ୨୦୧୭ ମସିହାରୁ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ହୋଇଛି ତଥାପି ବେତନ ସମୀକରଣ ବଦଳି ନାହିଁ । ଏଣୁ ଜିଲ୍ଲା ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ!-->…
Read More...
Read More...