ଜିଲ୍ଲା ଗଠନ ଦାବୀରେ ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ

ବଲାଙ୍ଗୀର : ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଡାକରାରେ ଟିଟିଲାଗଡ ସହର, ସଇଁତଲା ଓ ଆଖପାଖ ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ । ୬ରୁ ସନ୍ଧ୍ୟା ୬ ଯାଏ ୧୨ଘଣ୍ଟିଆ ବନ୍ଦ ଯୋଗୁଁ ଯାତାୟତ ସମେତ ସାଧାରଣ ଗତିବିଧି ଅଟକି ଯାଇଛି । ପରୀକ୍ଷା ଚାଲୁଥିବା ସ୍କୁଲ,…
Read More...

ଗଜପତି ଉତ୍ସବ ପାଇଁ ସାଂସ୍କୃତିକ କମିଟିର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଆସନ୍ତା ଜାନୁୟାରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୂର୍ବ ନିଷ୍ପତ୍ତି କ୍ରମେ ସବୁ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯିବ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସମସ୍ତ…
Read More...

ବାଲିଗୁଡ଼ାରେ ଜଳ କଷ୍ଟ : ତିନି ଦିନ ହେଲା ସହରରେ ବନ୍ଦ ରହିଛି ଜଳ ଯୋଗାଣ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି । ସହର ପାଇଁ ଏ ସମସ୍ୟା ନୁଆ ନୁହେଁ । ଖରା, ବର୍ଷା, ଶୀତ ସବୁ ବେଳେ ସମାନ ପରିସ୍ଥିତି । ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା…
Read More...

ଦେବ ଦୀପାବଳିରେ ଶ୍ରୀକ୍ଷେତ୍ର ଦୀପମୟ

ପୁରୀ : ପବିତ୍ର ଦେବ ଦୀପାବଳିରେ ଶ୍ରୀକ୍ଷେତ୍ର ଦୀପମୟ ହୋଇଛ଼ି । ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ବଡ ଦାଣ୍ଡରେ ହଜାର ହଜାର ଦୀପ ପ୍ରଜ୍ୱଳିତ ହୋଇଥିଲା । ଓଡ଼ିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ହଜାର ହଜାର ଭକ୍ତ ସାମିଲ…
Read More...

ଗଜପତି ଜିଲ୍ଲାରେ ଅମ୍ଳାନର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନର ଶୁଭାରମ୍ଭ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଜନ…
Read More...

ନନ୍ଦାହାଣ୍ଡି ବ୍ଲକରେ ୫୬୯ ଜଣ ପରୀକ୍ଷାର୍ଥୀ ଦେଲେ ସମେଟିଭ-୧ ପରୀକ୍ଷା

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ମାଟ୍ରିକ ସମେଟିଭ-୧ ପରୀକ୍ଷା ଆରମ୍ଭ ହୋଇଛି । ବ୍ଲକର ଦହଣା ସରକାରୀ ଉଚ୍ଚ ବିଦ୍ୟାଳୟ, କଟ୍ରାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନିସନାହାଣ୍ଡି ସରକାରୀ ବିଦ୍ୟାଳୟ ମୋଟ ୪ ଗୋଟି ସେଣ୍ଟର ରେ…
Read More...

ଧୂମାଭଟା ବୀଣାପାଣି ଡ୍ରିଗ୍ରୀ କଳେଜରେ ଛାତ୍ରଛାତ୍ରୀଙ୍କ ଧାରଣ, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ବେଆଇନ ଭାବେ ଛାତ୍ରଛାତ୍ରୀମାନଙ୍କ ଠାରୁ ନାମ ଲେଖା ଓ ଫର୍ମ ଫିଲପ ପାଇଁ ଅଧିକ ଫି ଆଦୟ ହେତୁ ଏହାକୁ ବିରୋଧ କରି ଉକ୍ତ କଲେଜର ଯୁକ୍ତ ଦୁଇ ଓ ତିନିର ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନେ କଲେଜ ମୁଖ୍ୟ ଗେଟରେ…
Read More...

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଥିବା ବେଳେ…
Read More...

ବିଭିନ୍ନ ଦାବିନେଇ ଅଙ୍ଗନୱାଡି କର୍ମୀଙ୍କ ଗଣଧାରଣା ଓ ବିକ୍ଷୋଭ

ବୌଦ୍ଧ,୨୩/୧୧- ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନର ଡାକରାକ୍ରମେ ଆଜି ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ସମସ୍ତ ଅଙ୍ଗନୱାଡିକର୍ମୀ ମାନେ କାର୍ଯ୍ୟବନ୍ଦ କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଗୁଡିକ ଆଗରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।…
Read More...

ଅପହୃତା ନାବାଳିକାକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗ୍ରାମରୁ ଜଣେ ନାବାଳିକାକୁ ଦଶ ଦିନ ପୂର୍ବରୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେଲେଙ୍ଗାନାର ସିକନ୍ଦରାବାଦରେ ଅପହରଣକାରୀ ଦ୍ୱୟଙ୍କୁ ପୋଲିସ…
Read More...