ଟଙ୍କା ଫେରିପାଇବେ କ୍ଷୁଦ୍ର ଚିଟଫଣ୍ଡ୍ ଜମାକାରୀ

ଭୁବନେଶ୍ୱର : ଚିଟଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା। ଟଙ୍କା ଫେରସ୍ତ ପାଇବେ କ୍ଷୁଦ୍ର ଚିଟ୍ ଫଣ୍ଡ୍ ଜମାକାରୀ। ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହାର ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି।ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏ ଟଙ୍କା ଫେରସ୍ତ
Read More...

ଚିକେନ୍ ସାଙ୍ଗରେ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ମୃତ

ଅନୁଗୋଳ : ଖାଦ୍ୟ ପାଲଟିଲା ବିଷ । ଚିକେନ୍ ସାଙ୍ଗରେ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ମୃତ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପା ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳୁ ସକାଳୁ କୌଣସି ଲୋକ ଘରର
Read More...

ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା; ବାଦ ପଡ଼ିଲେ ଗିଲ୍ ଏବଂ ଜିତେଶ

ନୂଆଦିଲ୍ଲୀ। T20 ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଆଜି ଘୋଷଣା କରାଯାଇଥିଲା। ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଥିଲା। ଉଭୟ ଦଳ ସମାନ। ଫର୍ମ ସହିତ ସଂଘର୍ଷ କରୁଥିବା ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ।ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ନିଯୁକ୍ତ
Read More...

ପରଲୋକରେ ମାଲାୟଲମ ଅଭିନେତା ଶ୍ରୀନିବାସନଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଦିଗ୍ଗଜ ମାଲାୟଲମ ଅଭିନେତା । ୬୯ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ବରିଷ୍ଠ ଅଭିନେତା, ଚିତ୍ରନାଟ୍ୟ ଲେଖକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଶ୍ରୀନିବାସନଙ୍କର ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଡିସେମ୍ବର ୨୦ ତାରିଖ ଶନିବାର ଦିନ ହସ୍ପିଟାଲରେ ଶେଷ
Read More...

ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ, କ୍ୟାମେରମ୍ୟାନଙ୍କୁ ଆଲିଙ୍ଗନ କରି ହୃଦୟ ଜିତିଲେ

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ମ ଟି-୨୦ରେ ପୂର୍ଣ୍ଣାଙ୍ଗ ପ୍ରଦର୍ଶନ କରିଥିଲେ। ସେ ୧୬ ବଲ୍ ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ 252.00 ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରିଥିଲେ ଏବଂ 25 ବଲ୍ ରୁ 63 ରନ୍ କରିଥିଲେ। ଏହି ବିଧ୍ୱଂସକାରୀ
Read More...

ବାଲିଗୁଡ଼ା ବନାଞ୍ଚଳରେ ହାତୀ ଆତଙ୍କ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼,ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚେଇଥିବା ବେଳେ ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ବେଲଘର,ଝିରିପାଣି,ଭଣ୍ଡରଙ୍ଗି,ଲଙ୍କାଗଡ଼
Read More...

ହାତୀପଲଙ୍କ ଉପରେ ମାଡ଼ିଗଲା ରାଜଧାନୀ ଏକ୍ସପ୍ରେସ, ୮ ମୃତ

ଗୌହାଟୀ : ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ । ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ । ଆସାମ ହୋଜାଇ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାତୀକୁ ଧକ୍କା ଦେଇ ଟ୍ରାକ୍ରୁ ଖସିଲା ୫ଟି ବଗି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ । ସୂଚନା ଥାଉକି, ଆସାମରେ ଏକ
Read More...

ଇମ୍ରାନ୍ ଖାନ୍ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି। ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ
Read More...

ଆଗକୁ ନୂଆବର୍ଷ ; ଶ୍ରୀମନ୍ଦିର ପରିଦର୍ଶନ କଲେ ଏସପି ପ୍ରତୀକ୍ ସିଂହ

ପୁରୀ ; ଆସନ୍ତା ନବବର୍ଷ ୨୦୨୬ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆଗମନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ନିମନ୍ତେ ଆଜି ପୁରୀ ଏସପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ଦଳ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୀକ୍ଷା
Read More...

ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଗତକାଲି ସନ୍ଧ୍ୟାରୁ ଏକ ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରବ ମଚାଇ ଆଜି ସକାଳେ ଜଣେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ହାତିଟି ଏବେ ଜନବସତି ଅଭିମୁଖା ହେଉଥିବାବେଳେ ଦନ୍ତାକୁ ନେଇ ଅଂଚଳରେ ଭୟର ବାତାବରଣ ଛାଇ ଯାଇଛି।ସୂଚନା ମୁତାବକ, ଗତକାଲି ସାନ୍ଧ୍ୟରେ କୁଳଢିଆ
Read More...