କୋହଲିଙ୍କ ବିଷୟରେ ବଡ କଥା କହିଥିଲେ ଅଭିଷେକ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି ବାମହାତୀ ଓପନର ଏବେ ଭାରତୀୟ ଦଳର ଜଣେ ପ୍ରମୁଖ ଆକର୍ଷଣ। ଭାରତୀୟ କ୍ରିକେଟ୍ରୁ ମହାନ ଖେଳାଳିଙ୍କଠାରୁ ଗୋଟିଏ ସ୍କିଲ ନେବାର ସୁଯୋଗ!-->…
Read More...
Read More...