ବନ୍ୟାକୁ ନେଇ ଆସିଲା ବଡ ଖବର, ରାଜ୍ୟରେ ବଡ଼ ବନ୍ୟା ଆଶଙ୍କା ନାହିଁ
ଭୁବନେଶ୍ବର- ଓଡ଼ିଶାରେ ବନ୍ୟା ନେଇ ଆଶଙ୍କା ଭିତରେ ଆସିଲା ଆଶ୍ୱସ୍ତିକର ଖବର। ରାଜ୍ୟର ପ୍ରମୁଖ ନଦୀ ଅବବାହିକାଗୁଡ଼ିକରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ସକାଳ ବୁଲେଟିନ୍ରେ ବର୍ତ୍ତମାନ ରାଜ୍ୟରେ କୌଣସି ବଡ଼ ବନ୍ୟା ଆଶଙ୍କା ନଥିବା କୁହାଯାଇଛି। ପ୍ରମୁଖ!-->…
Read More...
Read More...